• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

panchayat poll
ସରପଞ୍ଚ ପଦବୀ ପାଇଁ ନଣନ୍ଦ ଭାଉଜ ଲଢ଼େଇ ! କିଏ ହାରିବ, କିଏ ପିନ୍ଧିବ ବିଜୟ ଟୀକା ?

ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

UP Election
ୟୁପିରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପିର ଷ୍ଟାର ପ୍ରଚାରକ

କରୋନା କଟକଣା ଥିବାରୁ ଏବେ ବଡ଼ ରାଲି ଓ ସଭା ଉପରେ କଟକଣା ଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍‌କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜନୈତିକ ଦଳ । ବିଜେପିର ଷ୍ଟାର୍ ପ୍ରଚାରକ ଏବେ ନିର୍ବାଚନ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ।

Malkangiri Voters Gear Up For Upcoming Panchayat Elections
ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍‌ ନକରି ଆଗକୁ ଆସିଛନ୍ତି ଲୋକେ...

ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍‌ ନକରି ଆଗକୁ ଆସିଛନ୍ତି ଲୋକେ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର।

Odisha Panchayat Polls
‘ଜିଲ୍ଲାପାଳଙ୍କଠୁ ଜନପ୍ରତିନିଧି ଯାଏଁ ଜଣାଇବା ପରେ ବି ଫଳ ଶୂନ’

ଗାଁରେ ସ୍କୁଲ ନାହିଁ ତ୍ ଭୋଟ୍ ନାହିଁ । ଏଭଳି କିଛି ଦୃଶ୍ୟ କେନ୍ଦ୍ରାପଡା ଗରଦପୁରର ବିଜିପୁର ଗ୍ରାମବାସୀ କହୁଥିବାର ଦେଖିବାକୁ ମିଳିଛି । ଏଥର ନିର୍ବାଚନ ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି ମଧ୍ୟ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

Sarpanch Candidate Son Missing
କୁଆଡ଼େ ଗଲେ ସରପଞ୍ଚ ପ୍ରାର୍ଥିନୀଙ୍କ ପୁଅ ? ମା’ଙ୍କ ପ୍ରଚାରରେ ଯାଇଥିଲେ, ମିଳୁନି ପତ୍ତା...

ମା’ଙ୍କ ପ୍ରଚାରରେ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି।

Panchayat Politics
ଏଥର ବାପାଙ୍କ ଗଡ଼ ଜଗିଛନ୍ତି ପୁଅ, ଦାବି କରୁଛନ୍ତି ଆମେ ଜିତିବୁ !

କଥାରେ ଅଛି; ଜିସ୍‌କା ବାପ୍ ଚଢ଼େ ଘୋଡ଼ା, ଉସ୍‌କା ବେଟା ଥୋଡ଼ା ଥୋଡ଼ା । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଆଉ ଥୋଡ଼ା ଥୋଡ଼ା ନୁହେଁ ପୁରା ବଡ଼ା ବଡ଼ା କାମରେ ଲାଗିଛନ୍ତି ନେତାଙ୍କ ପୁଅ ।

Odisha Panchayat Polls
ନିର୍ବାଚନୀ ମାହୋଲରେ ସାମ୍ନାକୁ ଆସିଲା ବିଜେପିର ଇସ୍ତାହାର

ନିର୍ବାଚନୀ ମାହୋଲରେ ସାମ୍ନାକୁ ଆସିଲା ବିଜେପିର ଇସ୍ତାହାର: ଫୋକସ୍‌ରେ ଓଡ଼ିଆଙ୍କ ସୁରକ୍ଷା ଓ ବିକାଶ

Prasad Harichandan
"ମୋର ଖଣି ନାହିଁ କି ମିଡ଼ିଆ ନାହିଁ କି ପେପର୍‌ ବି ନାହିଁ"

ମୁଁ ବେପାରୀ ନୁହେଁ ଡିଲ୍‌ କରିବି, ଟିକେଟ୍‌ ଦେବାର ଦାୟିତ୍ୱ ପିସିସି ସଭାପତିଙ୍କର...ମୋର ଖଣି ନାହିଁ କି ମିଡ଼ିଆ ନାହିଁ କି ପେପର୍‌ ବି ନାହିଁ...ମୁଁ ନିରବ ରହିଛି ନହେଲେ ଅନେକଙ୍କ ମୁଖା ଖୋଲିଯିବି । ଏହାସହ ଶୁଣନ୍ତୁ ସେ କଣ କଣ କହୁଛନ୍ତି

Prasad Harichandan
ପ୍ରସାଦ କାହାକୁ ଇଙ୍ଗିତ କରି କହିଲେ, ‘ମୁଁ ବେପାରୀ ନୁହେଁ, ଡିଲ କରିବି; ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ’

‘ମୁଁ ବେପାରୀ ନୁହେଁ, ଡିଲ କରିବି । ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ ।’ ଏଭଳି କହିବା ସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Panchayat Election
ଜମୁଛି ପଞ୍ଚାୟତ ନିର୍ବାଚନ, ଗାଁ ଗହଳିରେ ରାଜନୀତି ସରଗରମ ! ବିଜେପିର ବିଗ୍‌ ଗେମ୍‌ ପ୍ଲାନ୍‌

ଯେଉଁଥିରେ ଦୁର୍ନୀତିମୁକ୍ତ ପଂଚାୟତିରାଜ ବ୍ୟବସ୍ଥା ଲାଗୁ କରିବା, ମୋଦି ପଠାଇଥିବା ଟଙ୍କା ଲୁଟ୍‌କୁ ଜଗିବା ଉପରେ ଦିଆଯାଇଛି ଗୁରୁତ୍ୱ । ତାସହ ଗ୍ରାମସଭା ଓ ପଲ୍ଲୀସଭା କରି ବିକାଶ କାମ ଆଗକୁ ନେବା ଉପରେ ଦଳ ଫୋକସ୍ କରିଛି ।

rahul gandhi
ଆପେ ଆପେ କମିଯାଉଛି ତାଙ୍କ ଫଲୋଅର, ଟ୍ୱିଟରକୁ ଚିଠି ଲେଖି ବର୍ଷିଲେ ରାହୁଲ

ରାହୁଲଙ୍କ ଅଭିଯୋଗ ଅନୁସାରେ ୨୦୨୧ର ପ୍ରଥମ ସାତ ମାସ ତାଙ୍କର ଫଲୋଅର ବଢୁଥିଲା । ସେତେବେଳେ ସେ ଅନେକ ବଡ଼ ବଡ଼ ପ୍ରସଙ୍ଗ ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ ।

Panchayat Election
ପଞ୍ଚାୟତ ନିର୍ବାଚନ: ମଇଦାନରେ BJDରୁ ସର୍ବାଧିକ, AAPରୁ ସର୍ବନିମ୍ନ ପ୍ରାର୍ଥୀ

BSP ୧୫୯, ସିପିଆଇ ୩୮, ସିପିଆଇଏମ୍ ୭୨, ଆପ୍ ୩୨ରେ ପ୍ରାର୍ଥୀ ଦେଇଛି । ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି । 

Sarapancha Auction
ସରପଞ୍ଚ ପଦବୀ ନିଲାମୀ ଘଟଣା: କୋର୍ଟରେ ହାଜର ହେଲେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୧୨ ଜଣ

ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତ ଅଧିନରେ ଥିବା ୩ ଗାଁର ମୁରବୀଙ୍କ ଏକ ବୈଠକରେ ସରପଞ୍ଚ ପଦ ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା ।

panchayat poll
ମତାଦାତା ଭଗବାନଙ୍କୁ ମନାଇବାକୁ ପ୍ରୟାସ ! ହାତରେ ଛତା ଓ କେଟଲି ଧରି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ନିର୍ବାଚନ ଜିତିବାକୁ ଚାଲିଛି ଜୋରଦାର କ୍ୟାମ୍ପେନିଂ । ଭୋଟରଙ୍କୁ ମନାଇବାକୁ ପ୍ରାର୍ଥିଙ୍କ ପ୍ରୟାସ ଜୋରଦାର୍ ।

Congress Leader Prasad Harichandan
କାନ୍ଦିଲେ ପ୍ରସାଦ, କହିଲେ ୨୦୨୪ରେ ଲଢିବିନି

ଆଜି ପ୍ରେସମିଟ୍ କରିବା ବେଳେ ପ୍ରସାଦ ଭାବବିହ୍ବଳ ହୋଇଯାଇଥିଲେ।

Panchayat Election
ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା ଓ୍ୱାର୍ଡମେମ୍ବର,

ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା ଓ୍ୱାର୍ଡମେମ୍ବର, ସରପଞ୍ଚ ଓ ସମତିସଭ୍ୟ ପ୍ରାର୍ଥୀଙ୍କୁ ମିଳିଛି ନିର୍ବାଚନୀ ଚିହ୍ନ। ପଞ୍ଚାୟତ ନିର୍ବାଚନ ମଇଦାନର ଚିତ୍ର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି କ୍ୟାମ୍ପେନିଂ। ମୋହନା ନିର୍ବାଚନ ମଣ୍ଡଳୀର ପିଣ୍ଡିକି ପଞ୍ଚାୟତରେ କାନ୍ଥରେ ଲାଗୁଛି କେଟଲି ଚିହ୍ନ ଥିବା ପୋଷ୍ଟର।

  • Wednesday, 26 January 2022
Farmer Protest
 ବିଚ୍‌ରାସ୍ତାରେ ଗଦା ହୋଇଛି ଧାନବସ୍ତା, ରଖା ହୋଇଛି ଧାନତଳି

ଆଉ ଚାଷୀ ପାଳୁଛନ୍ତି ସାଧାରଣତନ୍ତ୍ର ଦିବସ। ମଣ୍ଡିରୁ ଧାନ ନଉଠିବାକୁ ନେଇ ଏମିତି ଅଭିନବ ପ୍ରତିବାଦ କରିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ବୁରୁଝରୀ ଅଞ୍ଚଳର ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ରଖି ବସିଛନ୍ତି, କିନ୍ତୁ ମିଲରଙ୍କ ଦେଖାନାହିଁ ଆଉ ଯେଉଁ କାଁ ଭାଁ ମିଲର ଆସୁଛନ୍ତି, ଧାନ ଖରାପ ଥିବା ଆଳ ଦେଖାଇ କଟନୀ ଛଟନୀ ଦାବି କରୁଛନ୍ତି। 

  • Wednesday, 26 January 2022
VOTE
ରାଜ୍ୟରେ ନିର୍ବାଚନ ପୂର୍ବରୁ ନିର୍ବାଚିତ ହେଲେ ୩୬ ହଜାର ୯୭୬ ପ୍ରାର୍ଥୀ

୩୨୬ ସମିତି ସଭ୍ୟ  ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।

Farmer Protest
ଧାନବସ୍ତା ରଖି ଗଣତନ୍ତ୍ର ଦିବସ ପାଳିଲେ ଚାଷୀ

ମଣ୍ଡିରୁ ଧାନ ନଉଠିବା ନେଇ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ।

Odisha Panchayat Election
୨୦୨୩ରେ ଢିଙ୍କିଆରେ ହେବ ପଞ୍ଚାୟତ ନିର୍ବାଚନ

ଗତ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା।

Panchayat Election
ଚିହ୍ନ ପାଇବା ପରେ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ଫେସବୁକ୍, ହ୍ୱାଟସପ୍, ଇନଷ୍ଟାଗ୍ରାମ, ଟୁଇଟର ଓ ଭିଡିଓ ମେସେଜ୍ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି।

 Divyang Chandama Reddy
ଦିବ୍ଯାଙ୍ଗ ସରପଞ୍ଚ ପ୍ରାର୍ଥୀ… ପରିବାର ପୋଷୁଥିଲେ, ଏବେ ପଞ୍ଚାୟତ କଥା ବୁଝିବେ

ଚନ୍ଦ୍ରମାଙ୍କ ସାହସ ଓ ମନୋବଳକୁ ମାନିବାକୁ ପଡ଼ିବ। ନିଜେ ଦିବ୍ଯାଙ୍ଗ। ବାପ ଛେଉଣ୍ଡ ଆଉ ଘରର ବଡ଼ ଝିଅ। ନିଜେ ଖଟି ଭାଇଭଉଣୀଙ୍କୁ ବଡ଼ କରିଛନ୍ତି। ପରିବାର ଚଳାଇଥିଲେ। ଏବେ ସେ ଗୋଡ଼ କାଢ଼ିଛନ୍ତି ପଞ୍ଚାୟତ କଥା ବୁଝିବେ, ଲୋକଙ୍କ ସେବା କରିବେ। ଏବେ ସେ ସରପଞ୍ଚ ପ୍ରାର୍ଥିନୀ।

Panchayat Election
ପୁରୁଖା ରାଜନେତାଙ୍କୁ ଟକ୍କର ଦେବାକୁ ମୈଦାନରେ ଦିବ୍ୟାଙ୍ଗ

ଦୁର୍ଘଟଣାରେ ହାତ ହରାଇଛନ୍ତି ସତ, ହେଲେ ହରାଇନାହାନ୍ତି ଆତ୍ମବିଶ୍ୱାସ।

RPN Singh
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା: ବିଜେପିରେ ଯୋଗ ଦେଲେ ଆରପିଏନ୍ ସିଂହ

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ କୁହାଯାଉଥିବା ଆରପିଏନ୍ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ।

ନିଖୋଜ ବିଜେପି ନେତ୍ରୀ
ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସିଙ୍କୁ ଠାବ କଲା ପୋଲିସ

ଗତକାଲିଠାରୁ ରୀନାଙ୍କର କୌଣସି ଖବର ମିଳୁନଥିବା ଅଭିଯୋଗ କରିଛନ୍ତି।