• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Varsha Priyadarshini
'ମୁଁ ନବୀନ ସାରଙ୍କ ପାଇଁ ପ୍ରଚାରରେ ଆସିଛି'

ଆଜି ମୈଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା।

Sura routray
'ଲୋକ ଅନ୍ୟଠୁ ପଇସା ଖାଇବେ, ଭୋଟ୍‌ ହାତକୁ ଦେବେ'

ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ। 

BJD
ଧାମନଗରରେ ଭୋଟ୍ ପାଇଁ ନୋଟ୍ ବଣ୍ଟା ଟ୍ରେଣ୍ଡ

ଭୋଟ୍ ବେଳେ ନୋଟ୍ ବଣ୍ଟା ଅଭିଯୋଗ ତ ସବୁ ନିର୍ବାଚନ ସମୟରେ ହୁଏ । ତେବେ ଏଥର ଧାମନଗରରେ ଯାହା ହେଉଛି ତାହା ପୂର୍ବରୁ କେବେ ଘଟିନଥିଲା । ସରକାରୀ ଦଳକୁ ସମର୍ଥନ କରିବା ଲାଗି ନା କେବଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାଯାଉଛି, ବରଂ ସେମାନଙ୍କ ଦ୍ୱାରା ଖୋଲାଖୋଲି ଟଙ୍କା ବଣ୍ଟା ଯାଉଛି ।

BJP
ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପିର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡିର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି ।

BJP
ରାଜଧାନୀରେ ବିଜେପିର ରଣହୁଙ୍କାର; ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍

ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି ।  ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ ।

BJD
ଧାମନଗର ଉପନିର୍ବାଚନ: ଗଣ୍ତାଗଣ୍ତା ଟଙ୍କା ବଣ୍ଟା ଭିଡିଓ ଭାଇରାଲ, କେବେ ହେବ କାର୍ଯ୍ୟାନୁଷ୍ଠାନ?

ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି ।

cartoon poster depicts archana nag case
ଅର୍ଚ୍ଚନା ନାଗ କେଳେଙ୍କାରୀ ନେଇ କାର୍ଟୁନ ପୋଷ୍ଟର

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି ବୋଲି ଏକ କାର୍ଟୁନ ପୋଷ୍ଟରରେ ଦର୍ଶାଯାଇଛି ।

Dhamnagar Bypoll
ଧାମନଗର ଉପନିର୍ବାଚନ: ଫୋକସରେ SHG ମହିଳା, ବୁଲି ବୁଲି BJD ପାଇଁ ବାଣ୍ଟୁଛନ୍ତି ଟଙ୍କା !

SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ ।

Dhamnagar Bypoll
ଧାମନଗର ଉପନିର୍ବାଚନ: କାମ କରୁନି ନେତାଙ୍କ ପ୍ରତିଶ୍ରୁତି, ଗୋଲାପୀ ସ୍ୱପ୍ନ ଦେଖାଇଲେ ବି ଅଣଆଡ଼ିଆ ଭୋଟର

ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି ।

Congress
ଗୁଇନ୍ଦା ବିଭାଗ ଫେଲ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘରେ ପଶି ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ

କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର।

NSUI
ନବୀନ ନିବାସ ଘେରାଉ ପ୍ଲାନ୍‌ ଫେଲ୍‌, ମନ୍ତ୍ରୀ ତୁଷାରକାନ୍ତିଙ୍କ ଘରେ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

NSUI Protest
ପୋଲିସ ସହ ଜୋରଦାର ଧସ୍ତାଧସ୍ତି ! ଦୁଲ୍‌ଦାଲ୍ ମାଡ଼ ହେଲା ଅଣ୍ଡା-ଟମାଟ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ ।

Co-Operative Election
ସମବାୟ ନିର୍ବାଚନ ନେଇ ସରଗରମ ରାଜ୍ୟ ରାଜନୀତି, ସବୁଠି ବିଜେଡି-ବିଜେଡି ଲଢ଼େଇ..!

ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ ।

  • Saturday, 29 October 2022
Dhamnagar Bypoll
ଧାମନଗର ଦଖଲ ପାଇଁ ଜୋରଦାର କସରତ୍, ଘୋ ଘୋରେ ମୈଦାନ୍ କଂପୁଛି

ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।

Dhamnagar Bypoll
ଧାମନଗର ଦଖଲ ପାଇଁ ଜୋରଦାର କସରତ୍, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାଁରେ ଫେକ୍ ଅଡିଓ ଭାଇରାଲ୍ !

ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।

farmer worried for harvesting raw grain
ବାତ୍ୟା ‘ଗୁଜବ’ : କଞ୍ଚା ଧାନ କାଟି ଚିନ୍ତାରେ ଚାଷୀ

ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?

Protest
ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ । ଗତକାଲି ବରଗଡ଼ ପଦ୍ମପୁରରେ ମନ୍ତ୍ରୀ ରୀତା ସାହୁଙ୍କୁ ଜୋରଦାର ବିରୋଧ ପରେ ଆଜି ଆଠଗଡ଼ ଓ ମହାକାଳପଡ଼ାରେ ବି ସମାନ ଘଟଣାର ପୁନାରବୃତ୍ତି ।

  • Thursday, 27 October 2022
  • BJD
Habisyalis
ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ନବୀନ

ହବିଷ୍ୟାଳୀଙ୍କ ମୁହଁରେ ନବୀନ ଜଣାଣ । ନବୀନ କୁଆଡ଼େ ଚଳନ୍ତି ଠାକୁର, ସିଏ ପୁଣି ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର । ଖାଲି ସେତିକି ନୁହେଁ ନବୀନ ବି କରୁଣା ସାଗର ମଧ୍ୟ । ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ଏଭଳି ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି ।

Dhamnagar Bypoll
ତେଜୁଛି ଧାମନଗର ଟଙ୍କାବଣ୍ଟା ବିବାଦ ! BJP ପରେ ECIଙ୍କୁ ଫେରାଦ BJD

ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି । ଏସ୍ଏଚ୍‌ଜିଙ୍କ ଦ୍ୱାରା ଟଙ୍କା ବଣ୍ଟା, ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର । ଏହି ଦୁଇଟି ଭିଡିଓ ଭାଇରାଲ ପରେ ତେଜିଛି ଧାମନନଗର ଉପନିର୍ବାଚନ ଟଙ୍କା ବଣ୍ଟା ବିବାଦ ।

Dhamnagar Bypoll
ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଧାମମନଗର ଉପନିର୍ବାଚନ ଟଙ୍କାବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି ।

Protest
ବଢ଼ିଲାଣି ବିଜେଡି ନେତାଙ୍କ ଅଡ଼ୁଆ; ବିରୋଧି ଗୋଡ଼ାଇ ଗୋଡ଼ାଇ କରୁଛନ୍ତି ବିରୋଧ

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ ।

Telengana BJP
ତେଲେଙ୍ଗାନାରେ ବିଜେପି କରୁଛି କି ଅପରେସନ୍‌ ଲୋଟସ୍ ?

ଆଗକୁ ତେଲେଙ୍ଗାନାର ମୁନୁଗୋଡ଼େ ଆସନ ପାଇଁ ଉପର୍ନିବାଚନ ଅନୁଷ୍ଠିତ ହେବ ।ତେଣୁ ଏବେଠୁ ବିଜେପି ନିଜ ଗେମ୍ ଖେଳିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି ।

  • Thursday, 27 October 2022
  • TRS
  • BJP
Dhamnagar Bypoll
ତେଜୁଛି ଧାମନଗର ଟଙ୍କାବଣ୍ଟା ବିବାଦ ! BJP ପରେ ECIଙ୍କୁ ଫେରାଦ BJD

SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ ।

Sushil Lohani CEO
ସବୁ ଦଳକୁ ନିର୍ବାଚନ ଅଧିକାରୀଙ୍କ ଚେତାବନୀ, ଅଭିଯୋଗ ଆସିଲେ ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ

ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ  ।

Protest Against BJD Ministers
ବିଜେଡି ନେତା-ମନ୍ତ୍ରୀଙ୍କୁ ସବୁଠି ବିରୋଧ ! ଅତନୁଙ୍କ ଗାଡ଼ି ଅଟକାଇ କୈଫତ ମାଗିଲେ ମହିଳା

ସବୁଠୁ ବଡ଼ କଥା ହେଲା ଅତନୁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହି ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି ।