• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୯  ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର ।  ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ।  ଘାତବାର- କର୍କଟ ରାଶିର ।  ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୯ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ- ୦୬.୨୬ ରୁ ୦୭.୫୫  

ଦିବା- ୧୦.୩୬ ରୁ ୧୦.୩୭                  

ଦିବା- ୦୧.୫୧ ରୁ ୦୪.୪୮

ସନ୍ଧ୍ୟା- ୦୬.୨୪ ରୁ ୧୦.୪୨

ରାତ୍ରି- ୦୨.୦୮ ରୁ ୦୩.୧୨

ନିଶାନ୍ତ- ୦୪.୪୯ ରୁ ୦୬.୨୬        

ଅଶୁଭ ସମୟ- 

ରାହୁକାଳ- ଦିବା ୧୧.୫୯ ରୁ ୦୧.୨୩ 

କାଳବେଳା- ଦିବା  ୦୯.୧୩ ରୁ ୧୦.୩୬ 

ବାରବେଳା- ଦିବା ୧୧.୫୯ ରୁ ୦୧.୨୩

କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୪୯

OTV is now on Whatsapp

Join and get latest news update delivered to you via whatsapp

Join Now