ଆସନ୍ତା ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ବିଶାଖାପାଟଣାରେ ଆୟୋଜିତ ହେବ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ।
ଭୁଶୁଡିପଡିଲା ନିର୍ମାଣାଧୀନ ଜାତୀୟ ରାଜପଥର ଓଭରବ୍ରିଜ୍ । ବ୍ରିଜ ତଳେ ଚାପି ହୋଇ ରହିଛି କାର ଓ ଟ୍ରକ । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି