• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD
ବନ୍ଦ କୋଠରୀରେ ବିଜେଡିର ସବୁ ସଦସ୍ୟ, ମିଳୁନି ଅମ୍ଳଜାନ: ସରୋଜ ପାଢ଼ୀ

‘ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି । ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି । ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି’ ।

BJP Leader Arabinda Dhali
ନିଆଁ ଲଗାଇଲେ ଢାଲି, ଘିଅ ଢାଳିଲେ ଅମର: ତାସ୍ ଘର ପରି ଭୁଶୁଡ଼ିବ କି ବିଜେଡି ?

ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।

Rajya Sabha
ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ଚର୍ଚ୍ଚାରେ ମନମୋହନ ଆଗରେ

ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।

Arbinda Dhali
‘ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି’

ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ‘ବିଜେଡିରେ ବାକ୍‌ ସ୍ୱାଧୀନତା ନାହିଁ । ବିଜେଡି ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ ।

  • Friday, 02 August 2024
  • BJD
  • BJP
Mamata Mahant
ବିଜେପିରେ ମିଶିଲେ ମମତା ମହାନ୍ତ

ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା ।

  • Thursday, 01 August 2024
  • BJP
Mamata Mahant
ବିଜେପିରେ ମିଶିବେ ମମତା ମହାନ୍ତ !

ଗତକାଲି କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।

Mamata Mahant
ନିର୍ବାଚନ ପରେ ବିଜୁ ଜନତା ଦଳକୁ ବଡ଼ ଧକ୍କା

ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଛନ୍ତି ମମତା ମହାନ୍ତ ।

  • Wednesday, 31 July 2024
Ayushman
ହଜିଯିବ BSKY ! ଆସିବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମ୍

ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।

Mamata Mahant
ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ

୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ ।

MOhan Majhi
ରାଜ୍ୟ ବଜେଟ୍ ‘ନେମ୍ ଚେଞ୍ଜର୍ ନୁହଁ, ଗେମ୍ ଚେଞ୍ଜର୍’ କହିଲେ ମୁଖ୍ୟମନ୍ତ୍ରୀ

ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ।

Odisha Politics
ପିଇବା ପାଣି ସମସ୍ୟା ନେଇ ବିଧାନସଭାରେ ଶାସକ, ବିରୋଧୀ ସ୍ୱର ଏକ୍

ଆଜି ଗୃହ ଆରମ୍ଭରୁ ପାନୀୟ ଜଳ ସମସ୍ୟା ସଂପର୍କିତ ଏକ ପ୍ରଶ୍ନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ବିଧାୟକମାନେ। 

  • Tuesday, 30 July 2024
Odisha Politics
ପିଇବା ପାଣିକୁ ନେଇ ବିଧାନସଭାରେ ତାତି, ଗୋଟିଏ ଘାଟରେ ଶାସକ-ବିରୋଧୀ..!

୨୪ ବର୍ଷ ବିଜେଡି ସରକାରର ଗୁମର ଫିଟାଇ ନିଶାନା । ଡିସେମ୍ବର ୨୦୨୫ ସୁଦ୍ଧା ସବୁ ଘରକୁ ପାଣି-ପଞ୍ଚାୟତିରାଜ ମନ୍ତ୍ରୀ ।

Jaya Bachchan
ସଂସଦରେ ରାଗିଗଲେ ଜୟା, ଉପାଧ୍ୟକ୍ଷଙ୍କୁ ଶୁଣାଇଲେ ଏମିତି କଥା...

ମହିଳାଙ୍କର ନିଜର କୌଣସି ପରିଚୟ ନାହିଁ ? ସେମାନଙ୍କର କୌଣସି ଉପଲବ୍ଧି ନାହିଁ ? ସଂସଦରେ ଡେପୁଟି ଚେୟାରମ୍ୟାନଙ୍କୁ ଏମିତି ଶୁଣାଇଲେ ଜୟା ବଚ୍ଚନ

Minister Krushna Chandra Mohapatra
ବେଆଇନ୍ ଆପାର୍ଟମେଣ୍ଟର ହଟ୍‌ସ୍ପଟ୍ ପାଲଟିଛି ରାଜଧାନୀ, ଭୁବନେଶ୍ୱରରେ କେବଳ ୬୮୯ଟି ମାମଲା

ରାଜ୍ୟରେ ନିର୍ମାଣ ହୋଇଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

CM Mohan Majhi
‘ଆଲୋଚନା ସରିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା’

ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।

Odisha Politics
ଆଶଙ୍କା ଓ ଅନିଶ୍ଚିତତା ଭିତରେ ବିଜେଡି

ସଦ୍ୟ ଉଦାହରଣ ହେଲା, ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ।

  • Monday, 29 July 2024
Odisha Politics
ଧର୍ମଶାଳା ବିଜେଡିରେ ବିସ୍ଫୋରଣ ! ପରାଜୟର କାରଣ ପାଇଁ ଦୁଇ ଗୋଷ୍ଠୀ ଦୋଷ ଲଦାଲଦି

ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।

Naveen Patnaik
ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର: ନବୀନ ପଟ୍ଟନାୟକ

ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

Journalist disappointed with odisha budget
ମୋହନ ସରକାରରେ ସାମ୍ବାଦିକ ଉପକୃତ ହେବେ ତ?

କ୍ଷମତାକୁ ଆସିବା କ୍ଷଣି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବାଳୟ (ଲୋକ ସେବା ଭବନ)କୁ ଅନୁପ୍ରବେଶ କଟକଣା ହଟାଇ ସାମ୍ବାଦିକଙ୍କ ସେହି ବିଶ୍ୱାସକୁ ଦୃଢ କରିଥିଲେ। ସାମ୍ବାଦିକ ମହଲରେ ଏହି ଭରସା ସୃଷ୍ଟି ହୋଇଥିଲା ଯେ ଅନ୍ତତଃପକ୍ଷେ ମୋହନ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବେ। ହେଲେ…

Nua O Scheme
ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ

ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା ।

no confidence motion
ବିଜେପି ହାତରୁ ଚାଲିଯାଇପାରେ ଆଉ ଏକ ଅଧ୍ୟକ୍ଷ ପଦ!

ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।

  • Saturday, 27 July 2024
  • BJD
  • BJP
no confidence motion
ପୌର ବ୍ୟବସ୍ଥାରେ ଆଇନର ଗଳାବାଟକୁ ଅସ୍ତ୍ର କରୁଛି କି ବିଜେଡି ?

ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।

Junagarh NAC
ଫୁଲବାଣୀ ପରେ ଜୁନାଗଡ଼ ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା

ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ଆସନ ଟଳମଳ । ଅଗଷ୍ଟ ୧ରେ ଅନାସ୍ଥା ଭୋଟ୍...

Mamata Banarjee
ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ

ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।

Odisha Assembly
ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ। ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା

ଏମିତି କି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ।

  • Wednesday, 24 July 2024