Advertisment

Video: କେଉଁ ଭୟରେ ପୀଡ଼ିତ ବିଜେଡି ?

ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?

author-image
Santosh Kumar Sahoo

ସମଦୂରତା ନୀତି, ଯେମିତି ଥିଲା ସେମିତି। ଏବେ ବି ବିଜେଡିର ସମର୍ଥନ ଇଣ୍ଡି ମେଣ୍ଟକୁ ଯାଇନପାରେ। ଗତକାଲି ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ମନ୍ତବ୍ୟ ବିଜେପିକୁ ବଳ ଯୋଗାଇଛି। କିନ୍ତୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବି ବିଜେପିକୁ କାହିଁକି ପରୋକ୍ଷରେ ସମର୍ଥନ କରୁଛି ବିଜେଡି ? ତାକୁ ନେଇ ରାଜନୀତି ସରଗରମ ।

Advertisment
BJD BJP
Advertisment
Advertisment