ଭାରତର ଶେଷ ଗାଁରେ ହିମ ବିଭୀଷିକା । ବଦ୍ରିନାଥ ନିକଟରେ ଧସିଲା ବରଫ ପାହାଡ଼ । ଆଖି ପିଛୁଳାକେ ମାଡ଼ି ଆସିଲା ବିରାଟ ଆଭାଲାଞ୍ଚ୍ । ୫୦ରୁ ଅଧିକ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଟନ୍ ଟନ୍ ବରଫ ।
IAS ବିଷ୍ଣୁପଦଙ୍କ ଘର ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଷ୍ଣୁପଦଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ।
ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ ।
ଆରେ ଆରେ !! ଏ ଗାତରେ ଭିତରେ ଏତେ ଢକଲମ ପୂରାଇଲା କିଏ? ଇଏ କଣ ଗାତୁଆ ସାପ ପରି ସବୁ ଗୁଡ଼େଇ ତୁଡ଼େଇ ହୋଇ ରହିଛନ୍ତି? ସେପଟୁ ପୁଣି କିଏ କହିଲାଣି ଲମ୍ବା ହାତ ଯାହାର ସିଏ ଆସୁ ଆଗକୁ...
କାମକୁ ଗଲେ ମୋବାଇଲ ସାଙ୍ଗରେ ଥିବା ଦରକାର। ଗୀତ ବାଜୁଥିବା, କାମ ହଉଥିବ। ସେ ଯୋଉ ମଜା, ଆଉ କୋଉଥିରେ ନାହିଁ। ମୋବାଇଲର ଗୀତକୁ ନେଇ ଆସିଲା ମହା ଅଭିଯୋଗ...