ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ରାସ୍ତାରେ ପିଚୁ କମ୍ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍ ହେଉନି ରାସ୍ତା ଅବସ୍ଥା।
ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।
ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।
ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି ।
ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ନିଜ ପାଇଁ କିଛି ଶାଢ଼ି ଓ ସୁଟ୍ ପିସ୍ କିଣିଥିଲେ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର । ସେଥିରୁ ଖଣ୍ଡୁଆ, କୋଟ୍ଟପାଡ୍, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ୍ ରାଷ୍ଟ୍ରପତି ଓ ତାଙ୍କ ଝିଅ କିଣିଥିଲେ ।
ମଣିଷ ସାଙ୍ଗେ ବନ୍ଧୁତା..ହାତରେ ଛଢିଯାଉଛି, ଖୁଆଇ ଦେଲେ ଖାଉଛି..
ଟିକଟକ୍ ପରେ ଏବେ ରିଲସ୍ କବଳରେ ଯୁବପିଢି । ସୋସିଆଲ ମିଡିଆରେ ରିଲସ୍ କରି ରାତାରାତିଫେମସ୍ ହେବା ନିଶା ଘାରିଛି । ଏତେ ମତୁଆଲା ଯେ ଜୀବନକୁ ପାଣି ଛଡାଇବାକୁ ପଛାଉ ନାହାନ୍ତିରିଲସ୍ ମେକର । ଆଉ ରିଲସ୍ କରୁ କରୁ ଅସାବଧାନତା ଯୋଗୁ ଯାଉଛି ଅନେକ ଜୀବନ । ଗତକାଲି ଗଞ୍ଜାମ ଆସିକା ଅଂଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟ ଘଟିଥିଲା ।
ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।
ରେଜଲ୍ଟ ପ୍ରକାଶ ଉପରେ ଅଙ୍କୁଶ ଜାରି ପରେ ଶତାଧିକ ପ୍ରାର୍ଥୀ ପ୍ରଭାବିତ । ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ ।
ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ ଜଣାଇଲେ । 'ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର' ।
ସାଇକେଲରେ ଲେହରୁ ଉମଲିଙ୍ଗଲା...ପାହାଡ଼ ଉପରେ ୫୫୦ କିଲୋମିଟର ସାଇକେଲିଂ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଚର୍ଚ୍ଚାରେ ସମ୍ବଲପୁର DFO
କୋରାପୁଟିଆ ମିଠା ମକାର ଖୁବ୍ ଡିମାଣ୍ଡ...ହେଲେ ବଜାର ସୁବିଧା କରୁନାହାନ୍ତି ଓଡ଼ିଶା ସରକାର...ଅଳ୍ପ ଦରରେ ବୋହି ନେଉଛନ୍ତି ଆନ୍ଧ୍ର, ଛତିଶଗଡ଼...
ମଧୁବାବୁ ଓ ନେତାଜୀଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି । କାରକେଡ୍ ରୋକି ପିଲାଙ୍କୁ ବାଣ୍ଟିଲେ ଚକଲେଟ୍ ।
ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।
ଅମାନିଆଙ୍କୁ ଧରିବା ଲାଗି ଆସନ୍ତା ୧ ତାରିଖରୁ ପୁଣି ଥରେ ଚେକିଂ ଅଭିଯାନ ଯୋରଦାର କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।
ଦୁଇଟି ଘଟଣାରେ ହୁଏତ ସ୍ଥାନ, କାଳରେ ଫରକ ରହିଛି। କିନ୍ତୁ ଦାୟିତ୍ୱହୀନତା ଓ ଅବ୍ୟବସ୍ଥାର ଚିତ୍ର କିନ୍ତୁ ସମାନ।
କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।
ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।
ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।
ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।