ରକ୍ତହୀନତା ପାଇଁ ଘାଣ୍ଟି ହେଉଛି ରିଆନ୍ସି । ଡ୍ରଇଂ ସିନା ସୁନ୍ଦର ସୁନ୍ଦର ଆଙ୍କୁଛି ହେଲେ ତା’ଜୀବନର ଥିବା କଷ୍ଟକୁ ସେ ବୁଝିପାରୁନି ।କଅଁଳ ବୟସରେ କଷ୍ଟଦାୟକ ରୋଗ । କୁନି ବୟସ । ଖେଳକୁଦ କରିବାର ସମୟ । ଏତିକି ବେଳେ ମାଡ଼ି ବସିଲା ରୋଗ । କମ୍ ବର୍ଷରୁ ବାପା ଚାଲିଗଲେ, ଏବେ କୁନି ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ଜେଜେ ମାଆ ଓ ମାଆ ।
Published By: Satyendu Shekher Mishra
Last updated: 29 July 2023, 01:04 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।