କେବେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବାକୁ ଚାହୁଁନାହାନ୍ତି କି ରାଜ୍ୟ ସରକାର ? ଠାକୁରଙ୍କ ସବୁ ଅଳଙ୍କାର ସୁରକ୍ଷିତ ଥିବା ନେଇ ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ । ଏଣେ ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଭକ୍ତ-ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ।
Published By: Satyendu Shekher Mishra
Last updated: 01 August 2023, 09:23 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।