ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ବୋଲି କୁହାଯାଏ। ଏକାଧାରରେ ସେ ସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ, ବାସ୍ତୁବିତ. ଛଉ କଳାକାର ଥିଲେ।
ଓଡ଼ିଶାର ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ବୟସ ଶହେ ଛୁଇଁଲାଣି, ହେଲେ ଏବେବି ପୁରା ଫିଟ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତରେ ଜଣେ ପୂର୍ଣ୍ଣ ଚନ୍ଦ୍ର । ସେ ଏକାଧାରରେ ଜଣେ ଫଟୋଗ୍ରାଫର, ସାମ୍ବାଦିକ, ସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍ ।
କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ।
ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍।
କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି।