/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690961516.jpg)
Special Story
ବିଦେଶ ମାଟିର ମେଡିକାଲରେ କୋମାରେ ପଡ଼ିଛି ପୁଅ । ଆଉ ଘରେ ଅସୁସ୍ଥ ପୁଅର ଆରୋଗ୍ୟ କାମନା କରି ଲାଗିଛି ଅଖଣ୍ଡ ଦୀପ । ହେଲେ ଆତ୍ମୀୟ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଲୁହ ଆଉ କୋହ ସମ୍ଭାଳି ନ ପାରି ଏମିତି ବୁକୁ ଫଟାଇ ଚିତ୍କାର କରୁଛନ୍ତି । ପେଟ ଚାଖଣ୍ଡେକ ପାଇଁ ପୁଅ ଯାଇଥିଲା ଦାଦନ ଖଟି । ହେଲେ ବସ୍ ଦୁର୍ଘଟଣାରେ ଆହତ ହୋଇ ଏବେ ମେଡିକାଲରେ ମରଣ ସହ ଲଢ଼େଇ କରୁଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମାଣିକ୍ୟପୁର ଗ୍ରାମର ରାଜୁ ମଲ୍ଲିକ।
Advertisment
ଦୁବାଇର ଆଲକସ୍ ଆର.ଏଲ.ଏସ ଟେକ୍ନିକାଲ ୱାର୍କ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ l ଗତ ଜୁଲାଇ ୨୧ ତାରିଖ ଦିନ କମ୍ପାନି ବସରେ ରୁମ୍କୁ ଫେରୁଥିବା ସମୟରେ ହଠାତ ବସ ଦୁର୍ଘଟଣା ଗସ୍ତ ହୋଇଥିଲା l ଦୁର୍ଘଟଣାରେ ରାଜୁ ଗୁରୁତର ହୋଇପଡ଼ିଥିଲେ l ତାଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଥିଲା l ବର୍ତମାନ ରାଜୁ ମସ୍ତିସ୍କ ଆଘାତ ସାଙ୍ଗକୁ ହୃଦଘାତ ଅବସ୍ଥା ରେ କୋମାରେ ଅଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)