Elephant Fear
୪ ଦିନ ହେଲାଣି କରେଣ୍ଟ୍ କଟ୍ । ହାତୀ ପାଇଁ ଅନ୍ଧାର । ବଣରୁ ଆସି ଗାଁରେ ବୁଲୁଛି ହାତୀ । ଡରି ଡରି ବଞ୍ଚୁଛନ୍ତି ଲୋକେ । ହେଲେ ୪ ଦିନ ହେଲାଣି ଲାଇନ୍ କଟିଯିବାରୁ ତେଜିଲାଣି ଅସନ୍ତୋଷ । ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)