Bear Fear
ଭାଲୁ ଡର ଯାଇନି । ଘରୁ ବାହାରିବାକୁ ଲାଗୁଛି ଡର । ଆମେ ବାହାରିବୁନି । ଭାଲୁ ଛକିଚି, କାମୁଡ଼ି ଦେବ । ଏମିତି ଘାରିଛି ଭାଲୁ ଭୟ । ଭାଲୁ ଡରରେ ଲୋକେ ଭୟଭୀତ । ଏକା ଘରୁ ବାହାରିବାକୁ ରାଜି ହେଉନାହାନ୍ତି ଲୋକେ । ସେପଟେ ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)