• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Scanty Rain In Odisha

Scanty Rain In Odisha
ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

କଥାରେ ଅଛି, ଚାଷ ତରତର ବଣିଜ ମଠ । ହେଲେ ଚାଷୀ ତରବର ହେବ କେମିତି । ଚାଷୀକୁ ଚିନ୍ତାରେ ପକାଇଛି ନିଅଣ୍ଟିଆ ବର୍ଷା । ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ମୁଣ୍ଡରେ ହାତ ଦେବା ଛଡା ଚାଷୀ ପାଖେ ଅନ୍ୟ ଉପାୟ ବି ନାହିଁ । ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବରୁ ୧୨ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ।

Scanty Rain In Odisha
ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।