Odisha Train Tragedy,
ଦୁଇମାସ ପରେ ବି ଶବର ମିଳୁନି ପରିଚୟ । ବାହାନଗା ଟ୍ରେନ୍ ଟ୍ରାଜେଡିକୁ କାଲି ପୂରିବ ଦୁଇ ମାସ । ଏବେ ବି AIIMS କଣ୍ଟେନରରେ ପଡ଼ିଛି ୨୯ ଅଚିହ୍ନା ମୃତଦେହ । ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)