• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Lord Shiva
କଟକରେ ତିଆରି ହେଉଛି ତିନି ମହଲା ଉଚ୍ଚା ଶିବ ମୂର୍ତ୍ତି

ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୧୫ ଜଣ କାରିଗର ଏହି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି । 

News Fuse
ଗଞ୍ଜି ପିନ୍ଧିବା ଜାଗାରେ ଗଞ୍ଜେଇ ଚାଲାଣ

ପ୍ରେମିକ ଭାଇଙ୍କ ଛାତିରେ ଗଞ୍ଜେଇ

Medical Student
ହଳଦୀ କ୍ଷେତରୁ ଡାକ୍ତରୀ ହେବାର ସ୍ୱପ୍ନ; ସହାୟତା ମିଳିଲେ ସ୍ୱପ୍ନ ହେବ ପୂରା..

୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ ।

TIger Census
୮ବର୍ଷ ପରେ ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି ।

Bus Service
ରାଜ୍ୟରେ କେମିତି ଚାଲିଛି ଲକ୍ଷ୍ମୀ ବସ୍ ? କେଉଁଠି ନିୟମିତ ଗଡୁନି, କେଉଁଠି ବସ୍ ଫାଙ୍କା

ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ।

Narsingh Mishra
ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।

Kamia Jani
ରାଜ୍ୟପାଳଙ୍କୁ ଭେଟିଲେ ବୈଦିକ ବ୍ରାହ୍ମଣ ପରିଷଦ

ରାଜଭବନରେ ଭେଟି ସ୍ମାରକ ପତ୍ର ଦେଲା ବୈଦିକ ବ୍ରାହ୍ମଣ ପରିଷଦ । ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଲେ ।

Run Way
ନୂଆ ଟେକ୍ନୋଲୋଜି ! ଘନ କୁହୁଡ଼ି ଥିଲେ ବି ସୁରକ୍ଷିତ ଲ୍ୟାଣ୍ଡ କରିପାରିବ ବିମାନ

ଘନ କୁହୁଡିରେ ବି ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଭୁବନେଶ୍ୱର ବିମାନ ବନ୍ଦରରେ ଚାଲିଛି କ୍ୟାଟ-2 ଭିଜନ ସମ୍ପ୍ରସାରଣ ।

Ram Ayenge...
‘ରାମ ଆୟେଙ୍ଗେ....’ ରାମଙ୍କର ଗୋଟିଏ ଭଜନ ରାତାରାତି କରିଦେଲା ଷ୍ଟାର ! ମୋଦି ବି କଲେ ପ୍ରଶଂସା

ସବୁଠାରୁ ବଡ଼ କଥା ହେଲା ସ୍ୱାତୀ ମିଶ୍ରଙ୍କ ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱାତୀ ମିଶ୍ରଙ୍କର ଏହି ଭଜନ ଖୁବ୍‌ ସୁନ୍ଦର । ଏହା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।

Garbage Problem
ରାସ୍ତାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC

ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।

News Fuse
ପର ଲଢ଼େଇ ମଝିରେ ପଶିଲେ ଅବସ୍ଥା ଖରାପ

ଫିଲ୍ମ ଷ୍ଟାଇନରେ ବ୍ୟାକ୍ ଗିୟର ପକାଇ ମଝିରେ ପଶିଲେ । ଆଉ ତା ପରେ ଅବସ୍ଥା ଖରାପ । ଆରେ ବାପରେ..

  • Wednesday, 03 January 2024
Deer Park
ବନ୍ଦ ହେବ ୪୦ ବର୍ଷର କଟକ 'ଡିଅର ପାର୍କ'

ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ ।

  • Wednesday, 03 January 2024
  • Deer
BMC
ରାଜସ୍ୱ ଚିନ୍ତା, କଠୋର ହେଲା BMC

ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ହୋଇନଥିବାରୁ କଡ଼ା ଆଭିମୁଖ୍ୟ ।

  • Tuesday, 02 January 2024
  • BMC
High Court Bench
'ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର କୌଣସି ଆନ୍ତରିକତା ନାହିଁ'

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ମତକୁ ନେଇ ଖବର ପରେ ମନ୍ତ୍ରାଳୟର ସ୍ପଷ୍ଟୀକରଣ `

High Court
ପୁଣି ଚର୍ଚ୍ଚାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ! ଆଉ ମହତ୍ତ୍ୱପୂର୍ଣ୍ଣ ନୁହେଁ କହିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଇ-କୋର୍ଟରେ ମିଳୁଛି ହାଇକୋର୍ଟ ଭଳି ସୁବିଧା: କେନ୍ଦ୍ର ଆଇନମନ୍ତ୍ରୀ  ।

Pension Scheme
ନୂଆ ନିୟମ ! ପତ୍ନୀ ଚାହିଁଲେ ସ୍ୱାମୀ ପରିବର୍ତ୍ତେ ପିଲାଙ୍କ ନାଁରେ କରିପାରିବେ ପେନ୍‌ସନ୍‌

ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍‌ସନ୍‌ ନୋମିନି ଭାବେ ରଖିପାରିବେ ।

Jagannath Temple
ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା

ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି ।

traditional food
ଧନୁରୁ ସଂକ୍ରାନ୍ତି ମକର ସବୁଠି ରାଜ କରୁଛି ଆସିକା ମୁଆଁ

ସାରା ରାଜ୍ୟରେ ଆପଣ ଦେଖିବାକୁ ପାଇବେ ଗଞ୍ଜାମ ଆସିକାର ଏହି ପାରମ୍ପରିକ ମୁଆଁ। ଏହା ଧନୁରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନରେ ବହୁଳ ମାତ୍ରାରେ ବିକ୍ରି ହୋଇଥାଏ।

Borewell Mishap
ମୃତ୍ୟୁକୁ ମାତ୍‌ ଦେଇଛି ବୋଲି ନାଁ ତାର ବିଜୟିନୀ; ବୋରୱେଲ୍‌ରେ ପଡ଼ିଥିଲା, ଆଜି ଭିମସାର୍‌ର ଗେହ୍ଲି ଝିଅ

ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି ।

Wife Death
ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣ ପରର ସାଂଘାତିକ ଟ୍ରାଜେଡି

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲର ବିସ୍ଫୋରଣକୁ ଯିଏ ଦେଖିଛି, ସିଏ ଜାଣିଛି ତାର ଭୟାବହତାକୁ । ହେଲେ ଏହି ଟ୍ରାଜେଡି ଭିତରେ ଆଜି ଯେଉଁ ଖବର ସାମ୍ନାକୁ ଆସିଛି, ଯିଏ ଶୁଣୁଛି ତା ଛାତି କୋରି ହୋଇଯାଉଛି । କାରଣ ବିସ୍ଫୋରଣରେ ସ୍ୱାମୀଙ୍କ ଜୀବନ ଯିବାର ୨୪ ଘଣ୍ଟା ଭିତରେ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଇଛନ୍ତି ପତ୍ନୀ ।

Borewell Mishap
ଜୀବନ ଯୁଦ୍ଧରେ ଜିତିଲା, ବିଜୟନୀ ନାଁ ପାଇଲା

କଥାରେ ଅଛି, ଯାହାର କେହି ନାହାନ୍ତି, ତା ପାଇଁ ଭଗବାନ ଅଛନ୍ତି । ଦିନେ ନିଜ ଜନ୍ମକଲା ବାପାମାଆ ତାକୁ ଫିଙ୍ଗି ଦେଇଥିଲେ ଅନ୍ଧାରୀ କୂଅଁରେ । ହେଲେ ସେଦିନର ସେ ଅଲୋଡ଼ା ଶିଶୁ, ଆଜି ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି ।

Wife Death
ଭଲ ପାଇବାର ମାନେ କ’ଣ ଏୟା; ଦୁର୍ଘଟଣାରେ ସ୍ୱାମୀ ଗଲେ, ଝୁରି ଝୁରି ସ୍ତ୍ରୀ ବି ଚାଲିଗଲେ..

କାନ୍ଥରୁ ଲିଭିନି ଶୁଭ ବିବାହର ରଙ୍ଗ । ସାଇତା ହୋଇ ରହିଛି ଅଭୂଲା ସ୍ମୃତିର ଫଟୋ ଚିତ୍ର । ୨ ବର୍ଷ ତଳେ ସଂକଳ୍ପ କରି ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖି ଯେଉଁ ପ୍ରେମ ପକ୍ଷୀ ସୁଖର ନିଡ଼ଟିଏ ତିଆରି କରିଥିଲେ । ଆଜି ଭାଙ୍ଗିଯାଇଛି ସେହି ନିଡ଼ ।

Manorama Mohanty
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେବେ ମନୋରମା ମହାନ୍ତି

ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା । ମନୋରମାଙ୍କ ପଦୋନ୍ନତି ହେବା ସହ ନୂଆ ଦାୟିତ୍ବ ଦିଆଯାଇଛି।

  • Sunday, 31 December 2023
  • Gujrat
Bhubaneswar Amrit Bharat
ଜଳେଶ୍ୱର-ବାଲେଶ୍ୱର-ସୋର-ଭଦ୍ରକ-କଟକ-ଭୁବନେଶ୍ୱରରେ ରହିବ ଅମୃତ ଭାରତ

ଆସନ୍ତା ଜାନୁଆରି ୭ ତାରିଖରୁ ମାଲଦାରୁ ନିୟମିତ ଭାବେ ଚାଲିବ ଏହି ଟ୍ରେନ।

  • Sunday, 31 December 2023
  • Train
World Wide Population
ପୃଥିବୀର ଲୋକସଂଖ୍ୟା ୮୦୦ ଶହ କୋଟି ପାର୍ କରିବ

ବର୍ଷେ ଭିତରେ ବିଶ୍ୱର ଜନସଂଖ୍ୟା ସାଢ଼େ ୭ କୋଟି ବଢିଛି।

  • Sunday, 31 December 2023