• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Ram Mandir
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାଜସ୍ଥାନରୁ ୬ କ୍ୱିଣ୍ଟାଲ ଗୁଆ ଘିଅ ଧରି ପହଞ୍ଚିଲା ରଥ

୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।

Gutkha Ban
ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ

ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତା’ଛଡ଼ା ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ ।

train fire
ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଯାତ୍ରୀ ଭୟଭୀତ

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ

  • Thursday, 07 December 2023
  • Train
Srimandir heritage corridor project
ରିସେପସନ ସେଣ୍ଟର କେଉଁଠି, କେବେ ?

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ । ହେଲେ କେଉଁଠି ହେବ ରିସେପସନ୍ ସେଣ୍ଟର ? ବଡ଼ଦାଣ୍ଡରେ କେଉଁ ଜାଗାରେ ଭକ୍ତଙ୍କୁ ମିଳିବ ସାମାନ୍ୟତମ ଆତିଥ୍ୟ ?

Love Story
ସୀମା ପାର୍ ପ୍ରେମର ବିରହ କାହାଣୀ; ୬ ବର୍ଷ ତଳୁ ସରିଛି ବାହାଘର, ଧୋକା ଦେଇଛି ସ୍ୱାମୀ

କମର୍ଦ୍ଦାର ଯୁବକଙ୍କ ବାପାଙ୍କ ଅଭିଯୋଗ- ଯୁବତୀ କହୁଛନ୍ତି ମିଛ କଥା । ସ୍ବାମୀକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ

Road Accident
ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ; ଏଥିପାଇଁ ଦାୟୀ କିଏ ?

NHରେ ବେଆଇନ ଗାଡ଼ି ପାର୍କିଂ ଡାକୁଛି ବିପଦ । ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ । କେନ୍ଦୁଝର ହେଉ ବା ଭୁବନେଶ୍ୱର ଅଥବା ଆଜି ଯାଜପୁରରେ ଘଟିଥିବା ଦୁର୍ଘଟଣା, ସବୁଠି ବେଆଇନ ଗାଡ଼ି ପାର୍କିଂ ହିଁ ଦୁର୍ଘଟଣା ପଛର ମୁଖ୍ୟ କାରଣ ।

World Handicapped Day 2023 6 rights for them
World Handicapped Day 2023: ଆଜି ‘ବିଶ୍ୱ ଭିନ୍ନକ୍ଷମ ଦିବସ’; ଆସନ୍ତୁ ଜାଣିବା ସେମାନେ ପାଉଥିବା ୬ଟି ଅଧିକାର

ସମାଜ ତଥା ବିକାଶର ପ୍ରତ୍ୟେକ ସ୍ତରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩ ଡିସେମ୍ବରରେ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ପାଳନ କରାଯାଏ। ଏହା ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଏହି ଅବସରରେ ଆସନ୍ତୁ ଜାଣିନେବା ସେମାନେ ଉପଭୋଗ କରୁଥିବା ୬ଟି ଅଧିକାର ବିଷୟରେ।

Illegal Parking
ଦୁର୍ଘଟଣା ପରେ ଚେତା ପଶିଲା; ନୋ ପାର୍କିଙ୍ଗରେ ଗାଡ଼ି ରଖିଲେ ଗଣିବେ ତଣ୍ତ

ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ ।

Woman Reacts With Punches
ଅଫିସରୁ ଡେରିରେ ଆସିଲେ ବୋଲି ସ୍ୱାମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସ୍ତ୍ରୀ, ଦେଖନ୍ତୁ ଭିଡିଓ...

କାମ ବ୍ୟସ୍ତତାରେ କେବେ କେବେ ଅଫିସରୁ ଫେରିବା ଡେରି ହୋଇ ଯାଏ । କିଛି ଲୋକ କାମ ପୁରା କରି ଘରକୁ ଫେରିବା ପସନ୍ଦ କରନ୍ତି । କାମ ଏତେ ଥାଏ ଯେ, ବେଳେ ବେଳେ ଡ୍ୟୁଟି କେତେବେଳେ ସରିଯାଇଥାଏ, ତାହା ମଧ୍ୟ ଜଣା ପଡ଼େନି ।

drown death
କୋଳଶୂନ୍ୟ କରିଦେଲା ପୋଖରୀ, ପାଣିରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ

ବାରିପଦା ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଅଘଟଣ...ମୃତ ଭାଇଭଉଣୀଙ୍କ ବୟସ ୨ ଓ ୬ ବର୍ଷ...

  • Saturday, 02 December 2023
  • Drown
Dead Man Alive
ମୃତ୍ୟୁ ପରେ ଫେରିଲା ଜୀବନ, ସ୍ତ୍ରୀକୁ କଲେ ପୁର୍ନବିବାହ

ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । କାରଣ ଘରର କର୍ତ୍ତା ମରି ସାରିଥିଲେ । ସ୍ତ୍ରୀଙ୍କ ମୁଣ୍ତରୁ ସିନ୍ଦୁର ଲିଭି ସାରିଥିଲା, ଚୁଡ଼ି ଭାଙ୍ଗି ସାରିଥିଲା ।

gabbar tea stall in cuttack baliyatra
କଟକ ବାଲିଯାତ୍ରାରେ ଗବ୍ବର ଚା’...ଓଃ ! କି ଟେଷ୍ଟି...

ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି ।

Andhara In KOTIA
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି, ବିଜୁ ପକ୍କା ଘରକୁ ବି ଛାଡ଼ିଲାନି

ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ପଂଚାୟତର ଗାଁ ଗୁଡିକୁ ନେଇ ସୀମା ବିବାଦ ଚାଲିଥିବାବେଳେ ଉପର ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁ ଠିକଣାକୁ ଆନ୍ଧ୍ରରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର।

  • Saturday, 02 December 2023
  • Kotia
BALI JATRA
ବାଲିଯାତ୍ରାରେ କାମ କରୁନି ଇଣ୍ଟରନେଟ୍, ଲାଗୁନି କଲ...

ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Water Problem In Berhampur
ବ୍ରହ୍ମପୁରରେ ଉତ୍କଟ ପାଣି ସମସ୍ୟା, ଶୀତ ଦିନେ ବି ପାଣି ପାଇଁ ଡବଳ ବିକଳ ଲୋକେ

ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।

Tunnel Tragedy
ସାମ୍ନାକୁ ଆସିଲା ଶ୍ରମିକଙ୍କ ୧୭ ଦିନ ସଂଘର୍ଷର ଭିଡିଓ !

ଓଡ଼ିଶାକୁ ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା । ଓଡ଼ିଶା ଫେରି ଆଶ୍ୱସ୍ତିର ନିଶ୍ୱାସ ମାରିଲେ ଉଦ୍ଧାର ଶ୍ରମିକ ।

special corridor for srimandira
ଶ୍ରୀମନ୍ଦିର ସମ୍ମୁଖରେ ହେବ ଶୀତତାପ ନିୟନ୍ତ୍ରିତ କରିଡର

ବର୍ତ୍ତମାନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି। ସେମାନଙ୍କ ସୁବିଧା ପାଇଁ ସ୍ପେଶାଲ କରିଡର ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ।

New Parking in Puri
ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ, ଏକାସାଙ୍ଗରେ ରହିପାରିବ ୫୦୦ କାର ଓ ବାଇକ

ଏହି ପାର୍କିଂରେ ୫୦୦ କାର ଓ ୫୦୦ ବାଇକ ଏକକାଳୀନ ପାର୍କିଂ ହେବାର କ୍ଷମତା ରହିଛି । ପ୍ରତି ଚାରିଚକିଆ ଯାନକୁ ୪ ଘଣ୍ଟା ପିଛା ୫୦ ଟଙ୍କା ଦେଇ ପାର୍କିଂ କରିପାରିବେ ପୁରୀ ଯାଉଥିବା ତୀର୍ଥଯାତ୍ରୀ । ୪ ଘଣ୍ଟାରୁ ଉର୍ଦ୍ଧ୍ଵ ପ୍ରତି ଘଣ୍ଟା ପିଛା ୧୦ ଟଙ୍କା ଅଧିକା ଦେୟ ଦେବାକୁ ପଡ଼ିବ ।

baba vanga seven predictions for 2024
Prediction: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଗୋଟିଏ ଅଛି ଖୁସି ଖବର

ନୂଆବର୍ଷକୁ ନେଇ ଅନେକ ଆଶାବାଦୀ ଥିବା ବେଳେ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ସମସ୍ତଙ୍କୁ ନିରାଶା କରୁଛି। ୨୦୨୪ ପାଇଁ ସେ ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ଖୁବ ଭୟଙ୍କର। ଏହାରି ଭିତରେ କିନ୍ତୁ ସେ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଖୁସି କରିଦେବ।

Odia Labour
ଓଡ଼ିଶା ଫେରିଲେ ଉଦ୍ଧାର ୪ ଶ୍ରମିକ; ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଚାରି ଶ୍ରମିକଙ୍କୁ ନେଇ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ।

  • Friday, 01 December 2023
Bali Jatra
ଟ୍ୱିନ ସିଟିରେ ବାଲିଯାତ୍ରା କ୍ରେଜ୍...ରାତି ଯେତେ ବଢ଼ୁଛି, ଭିଡ଼ ସେତେ ବଢ଼ୁଛି

ଦିନକୁ ଦିନ ଜମୁଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ସାଙ୍ଗକୁ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀପଠାରେ ସନ୍ଧ୍ୟା ହୋଇଗଲେ ବେଶ୍ ଭିଡ଼ ଜମୁଛି ।

Utkal University
NAAC ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି ।

Block Chairman
ନିୟତିର ଖେଳ; ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷା, ଆଜି ତାମିଲନାଡୁର ଦାଦନ ଶ୍ରମିକ

ମାତ୍ର ୧୯ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ କାନ୍ତି । ତରୁଣୀ ଆଖିରେ ବସା ବାନ୍ଧିଥିଲା ଲୋକଙ୍କ ସେବା କରିବାର ସ୍ୱପ୍ନ । କିନ୍ତୁ ବିଡ଼ମ୍ବନା, ସେତେବେଳେ ଅନେକ ଲୋକଙ୍କ ଦୁଃଖ ଦୂର କରିଥିବା ଏହି ଯୁବନେତ୍ରୀ, ଆଜି ନିଜେ ଛଟପଟ ଅସରନ୍ତି ଦୁଃଖର ଚକ୍ରବ୍ୟୁହରେ ।

Doctors Protest
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ, ଅନଶନରେ ଡାକ୍ତର ଓ ନର୍ସ...

ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର ।

  • Thursday, 30 November 2023
Naxal
୪ ଜିଲ୍ଳାରେ ଅଛନ୍ତି ନକ୍ସଲ, କନ୍ଧମାଳରେ ପାଦୁର୍ଭାବ ବେଶି

ମାଓ ଦମନ ପାଇଁ ଜୋରଦାର ପ୍ରୟାସ କରୁଛି ବିଏସଏଫ୍ । କନ୍ଧମାଳ ଉପରେ ରଖାଯାଇଛି ସ୍ବତନ୍ତ୍ର ଫୋକସ ।

  • Thursday, 30 November 2023
  • Naxal