/odishatv-khabar/media/post_attachments/uploadimage/library/16_9/16_9_0/Panchang_1737262098.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର ।ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୫ମୀ (ମଳ) ପ୍ରାତଃ ୦୭.୩୧ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୩୦ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ପ୍ରାତଃ- ୦୬.୨୭ ରୁ ୧୦.୦୭
ଦିବା- ୦୧.୧୯ ରୁ ୦୧.୪୭
ସନ୍ଧ୍ୟା- ୦୬.୧୯ ରୁ ୦୮.୫୫
ରାତ୍ରି- ୧୨.୨୩ ରୁ ୦୧.୩୫
ରାତ୍ରି- ୦୩.୧୨ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା ୦୪.୦୪ ରୁ ୦୫.୨୬
କାଳବେଳା- ଦିବା ୧୧.୫୭ ରୁ ୦୧.୧୯
ବାରବେଳା- ଦିବା ୧୦.୩୫ ରୁ ୧୧.୫୭
କାଳରାତ୍ରି- ରାତ୍ରି ୦୧.୩୫ ରୁ ୦୩.୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)