• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Bhubaneswar New Year Checking
ମଦ ପିଇ ଗାଡ଼ି ଚଲାଉଥିଲେ ସାବଧାନ ! ନୂଆ ବର୍ଷ ପୂର୍ବରୁ ଭୁବନେଶ୍ୱରରେ କଡ଼ାକଡ଼ି ଚେକିଂ

ଯାନବାହନ ଯାଞ୍ଚ ସହିତ ବ୍ରେଥ୍ ଆନାଲାଇଜର୍ । କିଏ ମଦ ପିଇଥିଲା କି ଜାଣିବାକୁ ବ୍ରେଥ୍ ଆନାଲାଇଜର୍ ।

  • Sunday, 31 December 2023
Narendra Modi
ମୋଦିଙ୍କ ବଡ଼ ଆହ୍ୱାନ.. ଜାନୁଆରୀ ୨୨ରେ ୧୪୦ କୋଟି ଲୋକ ଘରେ ପାଳନ୍ତୁ ଦୀପାବଳି...

 ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

No Work No Pay
ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ: BMC

ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର ।

BMC
ରାଜଧାନୀରେ କୁକୁରଙ୍କ ପାଇଁ ମଶାଣି କରିବ BMC

ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।

Jagannath Temple
ଜାନୁଆରୀ ପହିଲାରୁ ନୂଆ ଢାଞ୍ଚାରେ ଶ୍ରୀମନ୍ଦିରରେ ହେବ କାଳିଆ ଦର୍ଶନ

ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ ପ୍ରବେଶ କରିବେ।

Jagannath Temple
ନୂଆ ବର୍ଷରୁ ନୂଆ ଢ଼ାଞ୍ଚାରେ ଦର୍ଶନ; କେତେ ଦୂର କାମ କରିବ ଟନେଲ୍‌, ଭକ୍ତ ଖୋଲିବେ ଗୁମର

ନୂଆବର୍ଷରୁ ନୂଆ ଢାଞ୍ଚା । ହଟିଯିବ ପୁରୁଣା ବ୍ୟାରିକେଡ୍ । ଏସି ଟନେଲରେ ରହିବ ସେଡ୍ । ଆସନ୍ତା ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ ।

Life after Death
ମରି ଯାଇଥିଲେ ବଞ୍ଚି ଉଠିଲେ, ମୃତ୍ୟୁ ସମୟର ଅନୁଭୂତି ବଖାଣିଲେ ମହିଳା

ଏପରି ଅଦ୍ଭୁତ ଘଟଣା ଘଟିଛି, ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମୃତ୍ୟୁ ପରେ ଫେରିଛି ଜୀବନ । ମେଡ଼ିକାଲ ଭାଷାରେ ତାକୁ କ୍ଲିନିକାଲ ଡେଡ୍ କୁହାଯାଏ ।

Ram Mandir
ଦେହରେ ବୁରଖା, କାନ୍ଧରେ ମନ୍ଦିର ବାନା; ଶ୍ରୀରାମଙ୍କ ପ୍ରେମରେ ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା

ଶ୍ରୀରାମଙ୍କ ଭକ୍ତି ଓ ପ୍ରେମରେ ପଡ଼ିଛନ୍ତି ଏହି ମୁସଲିମ୍‌ ଝିଅ । କହୁଛନ୍ତି ଭଗବାନଙ୍କ ଆଗରେ ସମସ୍ତେ ସମାନ। ତାଙ୍କ ନିକଟରେ ବାଛବିଚାର ନଥାଏ।

Nandankanan
ନନ୍ଦନକାନନରେ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍‌ ପାଇଁ ସ୍ୱତନ୍ତ୍ର ଖୁଆଡ

ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଉନ୍ମୋଚନ କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଖୁଆଡରେ ଛଡାଯିବ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍ ପକ୍ଷୀ ।

Similipal
ଶିମିଳିପାଳରେ ବାଘ ସୁରକ୍ଷା ପାଇଁ ଆସିଲା ୧୪ ନୂଆ ଅଲୱେଦର୍ କଷ୍ଟମାଇଜ୍ ବୋଲେରୋ

ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।

Koraput
ତାନସିଂ ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ ଓ ୪ ନିଖୋଜ

ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।

Dhana Mandi
ବାହାରେ ୪୨, ସରକାରୀ କଣ୍ଟାରେ ୪୦କେଜି

ସମାନ ଧାନବସ୍ତା ଗୋଟିଏ ମେସିନରେ ୪୨କେଜି ଓଜନ ଥିବାବେଳେ ମଣ୍ଡିରେ ବ୍ୟବହୃତ ମେସିନରେ ଓଜନ ପ୍ରାୟ ଅଢ଼େଇ କେଜି କମିଯାଉଛି ।

Shelter
ଆଶ୍ରୟସ୍ଥଳୀ ଅଛି ତାଲା ଝୁଲୁଛି

ଆଶ୍ରୟସ୍ଥଳୀ ଅଛି ହେଲେ ଝୁଲୁଛି ତାଲା ।

Viral video
ବିବାହ ବେଦିରେ ଢୁଳେଇଲେ କନ୍ୟା...ଆଉ ତା’ପରେ...

ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

MKCG  Fake Doctor
MKCGରୁ ଧରାପଡିଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଡାକ୍ତର

ଗିରଫ ଡାକ୍ତର MKCGର ନିଶ୍ଚେତକ ବିଭାଗର ଦୁର୍ଗାଦତ୍ତ ଶାସନି ।

Zero Night Celebrations
ଟ୍ୱିନସିଟିରେ ଜିରୋନାଇଟ ପ୍ରସ୍ତୁତି

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।

Zero Night Celebrations
ଜିରୋ ନାଇଟ୍‌ ପାଇଁ ନୂଆ ନିୟମ; ମାତାଲ୍‌ଙ୍କୁ କାର୍‌ ବୁକ୍‌ କରି ଘରେ ଛାଡ଼ିବେ ପବ୍‌ ମାଲିକ

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ ।

Cheetah
ନୂଆବର୍ଷରୁ ନନ୍ଦନକାନନରେ ଚିତା ଦେଖିବେ ଦର୍ଶକ

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।

Zero Night Celebrations
ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ୍‌; ରାତି ସାଢ଼େ ୧୨ ଯାଏ ବାର୍‌ ଓ ହୋଟେଲ୍‌ ଖୋଲା

ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।

Srimandir
ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ

ଖୁବଶୀଘ୍ର ଶ୍ରୀମନ୍ଦିର ଏସି ଟନେଲ ଖୋଲାଯିବା ସହ ଏଥର ସୁରକ୍ଷା ବ୍ୟବସ୍ଥା ଦେଢ ଗୁଣା ବଢ଼ାଯିବ ।

Farmer Isuue
ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା

ଶୀତୁଆ ରାତିରେ ଉଜାଗର ହୋଇ ଧାନକୁ ଜଗି ବସୁଛି ଚାଷୀ ।

  • Monday, 25 December 2023
Kantilo
ମହାନଦୀର ଅଥଳ ନଦୀରେ ଲୁଚିଛି କଣ ରହସ୍ୟ ? ପାଣି ତଳେ ପ୍ରାଚୀନ ନାଗସାପ ମୂର୍ତ୍ତି

ପୂର୍ବରୁ ଠାବ ହୋଇଛି ୫ଶହ ବର୍ଷ ତଳର ମନ୍ଦିର । ବାଲି ତଳେ ପୋତା ମନ୍ଦିରର ଦିଶୁଛି କେବଳ ଚୂଡ଼ା ।

  • Monday, 25 December 2023
Utkal University
ବାଣୀବିହାର କମ୍ପୁଟର ସାଇନ୍ସ ସ୍ନାତକ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l

Kamiya Jani
ମୁହଁ ଖୋଲିଲେ କାମିୟା: କହିଲେ..ମୁଁ ବିଫ୍‌ ଖାଏନି କି ପ୍ରୋତ୍ସାହନ କରେନି

ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବ୍ଲଗର କାମିୟା ଜାନି ।