/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706093923.jpg)
Arpana Chaula
ପୁରୀରେ ପହଞ୍ଚିଲା ଅର୍ପଣ ରଥରେ ସଂଗୃହୀତ ଚାଉଳ, ଗୁଆ ଓ ନଡ଼ିଆ। ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଛି ଏହି ଚାଉଳ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଇଥିବା ଭକ୍ତି ଅର୍ଘ୍ୟ ପ୍ରଶାସନକୁ ପ୍ରଦାନ କରାଯାଉଥିବା ବେଳେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଏହାକୁ ଗ୍ରହଣ କରୁଛନ୍ତି। ଗୁଣ୍ଡିଚା ମନ୍ଦିରରେ ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି। ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ପୁରୀରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଚାଉଳ, ନଡ଼ିଆ, ଗୁଆ ଓ ଦାନ ଅର୍ଥ....#Puri#Odisha#OTVpic.twitter.com/ObTG37zz2a
— ଓଟିଭି (@otvkhabar) January 24, 2024
ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ଦ୍ୱାରା ସଂଗୃହିତ ଚାଉଳ, ନଡ଼ିଆ, ଗୁଆ ଓ ଦାନ ଅର୍ଥ, ପୁରୀରେ ଆସି ପହଞ୍ଚି ସାରିଛି ।#Puri#Odisha#OTVpic.twitter.com/HoNpEspbq6
— ଓଟିଭି (@otvkhabar) January 24, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)