• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀରେ ପହଞ୍ଚିଲା ଅର୍ପଣ ରଥରେ ସଂଗୃହୀତ ଚାଉଳ, ଗୁଆ ଓ ନଡ଼ିଆ। ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଛି ଏହି ଚାଉଳ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଇଥିବା ଭକ୍ତି ଅର୍ଘ୍ୟ ପ୍ରଶାସନକୁ ପ୍ରଦାନ କରାଯାଉଥିବା ବେଳେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଏହାକୁ ଗ୍ରହଣ କରୁଛନ୍ତି। ଗୁଣ୍ଡିଚା ମନ୍ଦିରରେ ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି। ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ପୁରୀରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଚାଉଳ, ନଡ଼ିଆ, ଗୁଆ ଓ ଦାନ ଅର୍ଥ....#Puri #Odisha #OTV pic.twitter.com/ObTG37zz2a

— ଓଟିଭି (@otvkhabar) January 24, 2024

ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ଦ୍ୱାରା ସଂଗୃହିତ ଚାଉଳ, ନଡ଼ିଆ, ଗୁଆ ଓ ଦାନ ଅର୍ଥ, ପୁରୀରେ ଆସି ପହଞ୍ଚି ସାରିଛି ।#Puri #Odisha #OTV pic.twitter.com/HoNpEspbq6

— ଓଟିଭି (@otvkhabar) January 24, 2024

OTV is now on Whatsapp

Join and get latest news update delivered to you via whatsapp

Join Now