ଅର୍ପଣ ରଥରେ ସେଲ୍ଫି ନନେଲେ କ'ଣ ଚଳିବ? ନହେଲେ ଦାତାପଣକୁ କିଏ ଜାଣିବ?
Published By: Manoranjan Behera
Last updated: 18 January 2024, 02:11 PM IST
ଗାଁ ଅଛି କେଉଁଠି ବିଦ୍ୟୁତ୍ ପହଞ୍ଚି ପାରିନି ତ ଆଉ କେଉଁଠି ବିଦ୍ୟୁତ୍ ଥାଇ ବି ଅନ୍ଧାରରେ ରହୁଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟାଟା ପାୱାର ମନମାନି ଦେଖାଉଥିବା ଅଭିଯୋଗ ।