• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Financial Aid For Treatment

Financial Aid For Treatment
ଡଉଲ ଡାଉଲ ଗୌତମ ଆଜି ହସ୍ପିଟାଲରେ..

ହସଖୁସିର ପରିବାରରେ ଯେମିତି କାହାର ନଜର ଲାଗିଗଲା.. କାଲିର ଏଇ ଡଉଲ ଡାଉଲ ଚେହେରା ଆଜି ହସ୍ପିଟାଲରେ ନିସ୍ତେଜ ପଡ଼ି ପ୍ରତି କ୍ଷଣ ଜୀବନ ସହ ସଂଗ୍ରାମ କରୁଛି.. ହସ୍ପିଟାଲ ଆଗରୁ ପଣତ ପତାଇ ସହାୟତାର ଭିକ୍ଷା ମାଗୁଛି ମାଆ..

financial aid for treatment
ବାପା ନାହାନ୍ତି, ମାଆଙ୍କୁ ଲିଭର ରୋଗ....ଏବେ ପିଲାଏ ପଢିବେ କେମିତି?

ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍‌ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ ନେବ କିଏ?

jajpur
ରୋଗରେ ପଡ଼ିଛନ୍ତି ନାଚ ମାଷ୍ଟର୍ ! ସାହାଯ୍ୟ କରିବାକୁ ହାତଯୋଡ଼ି ନିବେଦନ

ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ