ସରକାରୀ ଯୋଜନାର ଏ ହେଉଛି ବାସ୍ତବ ଚିତ୍ର.. ୩ ବର୍ଷ ତଳୁ ପାଇପ୍ ବିଛା ସରିଛି ହେଲେ ଆଜି ଯାଏ ଆସୁନି ପାଣି.. କେନ୍ଦ୍ର ବି ଫେଲ୍, ରାଜ୍ୟ ବି ବିଫଳ..କୂଅ ଓ ଚୁଆରୁ ପାଣି ପିଉଛନ୍ତି ଲୋକେ..
Published By: Manoranjan Behera
Last updated: 20 January 2024, 12:23 PM IST
ଜୀବନର ଅର୍ଥ ବୋଧେ ଯନ୍ତ୍ରଣା । ଆଉ ଏହି ଯନ୍ତ୍ରଣା ସହ ଆମକୁ ଜିଇଁବାକୁ ପଡ଼ିବ । କୌଶଲ୍ୟା କିନ୍ତୁ ଏହି ଯନ୍ତ୍ରଣାକୁ ପ୍ରତି ସେକେଣ୍ଡରେ ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଛନ୍ତି । ଅନୁଭବ ତ କେଳ କରୁନାହାନ୍ତି ବରଂ ନିଇତି ମରି ମରି ବଞ୍ଚିବାକୁ ପଡ଼ୁଛି । କନ୍ଧମାଳ ବାଲିଗୁଡ଼ାର ଏହି ୨୧ ବର୍ଷୀୟା ଝିଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ..