ହସଖୁସିର ପରିବାରରେ ଯେମିତି କାହାର ନଜର ଲାଗିଗଲା.. କାଲିର ଏଇ ଡଉଲ ଡାଉଲ ଚେହେରା ଆଜି ହସ୍ପିଟାଲରେ ନିସ୍ତେଜ ପଡ଼ି ପ୍ରତି କ୍ଷଣ ଜୀବନ ସହ ସଂଗ୍ରାମ କରୁଛି.. ହସ୍ପିଟାଲ ଆଗରୁ ପଣତ ପତାଇ ସହାୟତାର ଭିକ୍ଷା ମାଗୁଛି ମାଆ..
Published By: Manoranjan Behera
Last updated: 20 January 2024, 12:34 PM IST
ସରକାରୀ ଯୋଜନାର ଏ ହେଉଛି ବାସ୍ତବ ଚିତ୍ର.. ୩ ବର୍ଷ ତଳୁ ପାଇପ୍ ବିଛା ସରିଛି ହେଲେ ଆଜି ଯାଏ ଆସୁନି ପାଣି.. କେନ୍ଦ୍ର ବି ଫେଲ୍, ରାଜ୍ୟ ବି ବିଫଳ..କୂଅ ଓ ଚୁଆରୁ ପାଣି ପିଉଛନ୍ତି ଲୋକେ..