• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prerana Programme

Prerana | Meet young entrepreneur Romi Sahu who aims to fuse handloom with fashion
ଜିଦ୍ ପାଇଁ ସଫଳ ହେଲେ ରୋମୀ, ୪ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କଲେ...

ନା ସମାଲୋଚନା.. ନା କଟାକ୍ଷ.. କୌଣସି ପରିସ୍ଥିତିକୁ ତାଙ୍କର ଖାତିର୍ ନାହିଁ.. ନିଜର ଜିଦ୍ ପାଇଁ ଲକ୍ଷ୍ୟପଥରେ ଧିରେ ଧିରେ ଆଗକୁ ବଢୁଛନ୍ତି ମହିଳା ଉଦ୍ୟୋଗୀ ରୋମୀ

Prerana – Meet Debjani Mohanty who sets an example of becoming self reliant
ଅନଲାଇନ୍‌ ଟ୍ରେଣ୍ଡିଂରେ କୁକୁଡ଼ା ଛେଳି...ସୋନିଙ୍କ ଦୃଢ ଇଚ୍ଛା ପାଇଁ ସଫଳ ହେଉଛି ବେପାର...

ଡିଜିଟାଲ ଯୁଗରେ ଅନଲାଇନ ଟ୍ରେଣ୍ଡିଂରେ ଛେଳି ଆଉ କୁକୁଡ଼ା....ଗୋଟିଏ ଜାଗାରେ ରହି ପୂରା ଦେଶରେ କରୁଛନ୍ତି ବେପାର। ଚାଷ ପାଇଁ ବିଦେଶରୁ ଚାକିରି ବି ଛାଡ଼ି ଦେଲେ, ଏବେ ଅନଲାଇନ୍‌ରେ ଚାଷ ଉପରେ ବି ଦେଉଛନ୍ତି ମାଗଣା ଟ୍ରେନିଂ

Prerana
ଗାଁ ଲୋକଙ୍କ ପାଇଁ ଚାକିରି ଛାଡ଼ିଲେ, ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କଲେ...

ଗାଁ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ବିଦେଶରେ ଚାକିରି ଛାଡ଼ିଦେଲେ । ଏବେ ଓଡ଼ିଶାକୁ ଫେରି କୁକୁଡ଼ା ଓ ଛେଳି ଚାଷ କରୁଛନ୍ତି। ୧୨ ଏକର ଜମିକୁ ଲିଜ୍‌ ନେଇ ଚାଷ ଆରମ୍ଭ କରିଥିଲେ ଦେବଜାନୀ...ଆଉ ଏଇଠି ଆରମ୍ଭ ହୋଇଥିବା ଡି.କେ ଫାର୍ମ...

Missing Woman Reunites With Son
"ଓଟିଭି ପାଇଁ ଆମେ ଆମ ମା’କୁ ଫେରି ପାଇଛୁ"

ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ ।

Missing Woman Reunites With Son
ହଜିଲା ମାଆକୁ ଖୋଜି ଦେଲା ଓଟିଭି… ୧୫ ମାସ ପରେ ଆଖିରେ ଖୁସିର ଲୁହ

କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ। ୧୫ ମାସ ତଳେ ହଠାତ୍ ଘରୁ କୁଆଡ଼େ ଚାଲି ଯାଇଥିବା ମାଆଟି କାଲି ନାଟକୀୟ ଢଙ୍ଗରେ ମିଳିଛନ୍ତି ତାଙ୍କ ପୁଅବୋହୂଙ୍କୁ। ତାହା ପୁଣି ଓଟିଭିର ଏକ କାର୍ଯ୍ୟକ୍ରମ ପାଇଁ। ଟିଭି ପରଦାରେ ହଜିଲା ମାଆକୁ ଦେଖି କାନ୍ଦି ପକାଇଥିଲେ ପୁଅ। ଆଉ ମିଳନର ସେ ମୁହୂର୍ତ୍ତ ଆଖିକୁ ଲୁହ ଆଣି ଦେବ।