ମନେ ପଡ଼ନ୍ତି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ...ଅନେକ ଲୋକପ୍ରିୟ କବିତା ଲେଖି ସେ ଗାଁ ଗଣ୍ଡାରେ ପରିଚିତ.. ଆଜି ହେଉଛି ସେଇ ମହାନ କବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ..
Published: Rajalaxmi Sahoo
Last updated: 08 January 2023, 01:21 PM IST
ବାପା-ମାଆ ଚାଲିଯିବା ପରେ କୁନି ଭାଇର ମାଆ ପରି ଯତ୍ନ ନେଉଛନ୍ତି ଶ୍ରୀୟା। ସକାଳୁ ରାତି ପର୍ଯ୍ୟନ୍ତ ଖୋଇବାଠୁ, ଶୋଇବା...ସବୁ କାମ କରିବା ସହିତ ପିଣ୍ଡାରେ ବସି ପଢାଉଛନ୍ତି ପାଠ। ସାହାଯ୍ୟ ମିଳିଲେ ପାଠ ପଢିବେ ବୋଲି କହୁଛନ୍ତି ଭାଇ-ଭଉଣୀ