ଚୌଦ୍ଵାର କି କଟକ ନୁହେଁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ତାଙ୍କର ଏହି କଳା ପାଇଁ ତାଙ୍କୁ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କୁ କଟକର ଏକ ସଭାକୁ ନିମନ୍ତ୍ରିତ କରି ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନନ୍ୟ ସାଧନାକୁ ସମ୍ମାନ, ଅତୁଳନୀୟ ଅବଦାନକୁ ସ୍ବୀକୃତି। ଚର୍ଚ୍ଚାରେ ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ । ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଦେଶ ସାମ୍ନାକୁ ଆସିଛି ଅନେକ ଅସାଧାରଣ ବ୍ୟକ୍ତିତ୍ବଙ୍କ ବିରଳ କୃତିତ୍ବ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୨ ଓଡ଼ିଆ ଓ ଜଣେ ଦିବ୍ୟାଙ୍ଗ ପଦ୍ମଶ୍ରୀ ବିଜେତା।
ଆସାମର ହସ୍ତିକନ୍ୟା ପାର୍ବତୀଙ୍କୁ ବି ମିଳିଲା ପଦ୍ମଶ୍ରୀ । ଓଡ଼ିଶାର ଗୁରୁ ବିନୋଦ ଓ ଭାଗବତଙ୍କ ସାଧନାକୁ ମିଳିଛି ସ୍ୱୀକୃତି ।
ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।
ବର୍ଷିଆନ୍ ଅଭିନେତ୍ରୀ ବୈଜୟନ୍ତୀମାଳା ଓ ତେଲୁଗୁ ଅଭିନେତା ଚିରଞ୍ଜୀବିଙ୍କୁ ପଦ୍ମବିଭୂଷଣ । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ।
ସାଧନାକୁ ସ୍ୱୀକୃତି, କୃତୀକୁ ସମ୍ମାନ। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପାଇଁ ଏବର୍ଷ ୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।
ସାଧନାକୁ ସ୍ୱୀକୃତି, କୃତୀକୁ ସମ୍ମାନ। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପାଇଁ ଏବର୍ଷ ୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ନାଁ ଘୋଷଣା ପରଠୁ ଚର୍ଚ୍ଚାରେ ରାଜ୍ୟର ଏ ଚାରି ହିରୋ।
ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ମଗା ଯାଇଥିଲା। ବର୍ତ୍ତମାନ ଗଣତନ୍ତ୍ର ଦିବସ ଅବସରରେ, ଏହି ପୁରସ୍କାର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।
ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି।
ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିଭଳି ଅଲିମ୍ପିକ୍ସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି ।
ଏ ବିଶ୍ୱ ମୋ ଘର, ଏହାର ଲୋକମାନେ ମୋ ବାପା-ମାଆ। ପ୍ରେମ ଓ ସେବା ମୋ ଧର୍ମ । ଏ ଉକ୍ତି ବାରାଣସୀର ୧୨୫ ବର୍ଷୀୟ ଯୋଗଗୁରୁ ସ୍ବାମୀ ଶିବାନନ୍ଦଙ୍କର। ଯାହାଙ୍କ ଚିନ୍ତାଧାରା ଏତେ ଉଚ୍ଚକୋଟିର, ତାଙ୍କ ଆଚରଣ ଯେ କେମିତି ହୋଇଥିବ, ତାହା ଦେଖି ଅଭିଭୂତ ହୋଇଛି ସାରା ବିଶ୍ୱ
ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟ.କ୍ତି ବିଶେଷଙ୍କୁ ମିଳିଛି ପଦ୍ମ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।