• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Sambalpur

Sambalpur curfew Live Updates
ସୁଧୁରୁଛି ସମ୍ବଲପୁର; ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି ।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

BJP Vice President Baijayanta Panda On Sambalpur Curfew
ପ୍ରି ପ୍ଲାନ୍‌ ଥିଲା ସମ୍ବଲପୁର ହିଂସାକାଣ୍ଡ... ପୋଲିସ ସଜାଗ ରହିଲାନି କାହିଁକି ?

ଏସପିଙ୍କ ବୟାନ ପରେ ତେଜିଲା ରାଜନୀତି । ଘଟଣା ଚପାଇଦେବାକୁ ଶାସକଦଳ ଉଦ୍ୟମ କରୁଛି କହିଲେ ବୈଜୟନ୍ତ ।

Curfew Relaxation
ସୁଧୁରୁଛି ସ୍ଥିତି; ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ ।

Sambalpur violence
ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ।

Sambalpur News
ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

odisha school
ଆଜିଠୁ ସ୍କୁଲରେ ପାଠପଢ଼ା ଆରମ୍ଭ

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ ।

Sambalpur news
କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି

କାଲି ଭଳି ଆଜି ବି ସକାଳେ ଓ ଅପରାହ୍ଣରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କଫ୍ୟୁ । ତା’ପରଠୁ କିନ୍ତୁ କଡ଼ା ପହରା । ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ ।

All schools in Sambalpur to remain closed for another two days
ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ

୧୬ ତାରିଖ ଅର୍ଥାତ୍‌ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍‌ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା ।

Sambalpur SP
‘ଯୋଜନାବଦ୍ଧ ଥିଲା ସମ୍ବଲପୁରର ପଥର ମାଡ଼ ଘଟଣା’

ପରିସ୍ଥିତି ସ୍ୱାଭାବିକ ହେଲେ କର୍ଫ୍ୟୁ କୋହଳ ଉପରେ ଚିନ୍ତା କରାଯିବ ବୋଲି କହିଲେ ସମ୍ବଲପୁର ଏସପି ବି ଗଙ୍ଗାଧର ।

Administration eases curfew in Sambalpur for students appearing for UPSC exams
ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁରରେ କର୍ଫ୍ୟୁ କୋହଳ

ସମ୍ବଲପୁରରେ ଆଜି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ। UPSC ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଦେଖାଇ ଯାଇ ପାରିବେ।

Hanuman Jayanti violence in Sambalpur
ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?

heat wave
ଓଃ କି ଗରମ...ତାତିରେ କଲବଲ ହେଉଛି ସାରା ରାଜ୍ୟ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।

Sambalpur Internet
ସ୍ଥିତି ନସୁଧୁରିବା ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ !

ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍‌ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।

sambalpur
ସମ୍ବଲପୁରରେ ଲାଗିଲା କର୍ଫ୍ୟୁ : ଘରୁ ବାହାରିବା ଉପରେ ଲାଗିଲା କଟକଣା

ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

Sambalpur
କଡ଼ା ସୁରକ୍ଷା ବଳୟରେ ହେଲା ଶୋଭାଯାତ୍ରା, ସାରା ସହରରେ ପୋଲିସ ଛାଉଣୀ

ସମ୍ବଲପୁରରେ ଆରମ୍ଭ ହେଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା  ।

Heat Wave
ମୁଣ୍ତଫଟା ଖରାରେ ସିଝୁଛି ଓଡ଼ିଶା; ଝାରସୁଗୁଡ଼ା ତାପମାତ୍ରା ୩୯.୮ ଡିଗ୍ରୀ

ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ SRC । ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ।

Hanuman Jayanti Sambalpur town under tight police cover
ପୋଲିସ୍‌ ଛାଉଣିରେ ସମ୍ବଲପୁର, ହନୁମାନ ଜୟନ୍ତୀରେ ସନ୍ଧ୍ୟାରେ ବାହାରିବ ଶୋଭାଯାତ୍ରା

ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବ ଶୋଭାଯାତ୍ରା। ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନକ ପୂର୍ବରୁ ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Weather
ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ

ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍‌ କଲା ତାପମାତ୍ରା । ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା

Violence during Hanuman Jayanti rally in Sambalpur Internet services suspended for 48 hours
୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ, ଚାରିଆଡ଼େ ପୋଲିସ୍‌ ଛାଉଣୀ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। 

144 Imposed In Sambalpur Before Hanuman Jayanti
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥର ମାଡ଼, ୧୪୪ ଧାରା ଜାରି

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା ଜାରି ହୋଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା।

Hanuman Jayanti Violence, 10 police injured
ସମ୍ବଲପୁରରେ ହିଂସା: ୧୦ ପୋଲିସ ଆହତ

ଦୋକାନ ଜାଳିବା ସହ କାର୍, ବାଇକ ଭାଙ୍ଗିଛନ୍ତି ଲୋକେ। 

Odisha Weather
ଆଗକୁ ଆସୁଛି ଡହଡହ ତାତି; ୪୦ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।