ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍ରୁ ଅଧିକ ପାଣି ପ୍ରବାହିତ ।
ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ ।
ସମ୍ବଲପୁର ମାଲତୀଜୋର ବ୍ରିଜ୍ ଉପରେ ପାଣି ଚାଲୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଗାଁ ଓ ସହରମୁହାଁ ।
ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।
ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ।
ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି ।
ହୀରାକୁଦର ୨୦ଟି ଗେଟ୍ରେ ହେଉଛି ଜଳ ନିଷ୍କାସନ । ଅବିଶ୍ରାନ୍ତ ବର୍ଷାରେ ଭୂସ୍ଖଳନ, ଜଳବନ୍ଦୀ ଆଶଙ୍କା ।
ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ସମ୍ବଲପୁର ହୀରାକୁଦ ଡ୍ୟାମ୍ରେ ବୁଡ଼ି ନିଖୋଜ ୨ଜଣ MCL କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ହୀରାକୁଦ ଡ୍ୟାମ୍ର ଝାଙ୍କରାଣୀ ମନ୍ଦିର ନିକଟକୁ MCLର କର୍ମଚାରୀ ଗାଧୋଇବା ପାଇଁ ଯାଇଥିଲେ।
ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।
ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ....ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଇଥାଏ...
ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ?
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍ଜାମିନର ଥିଲେ।
ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍... ଭାଇରାଲ ହୋଇଥିବା ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କଲେ କର୍ତ୍ତୃପକ୍ଷ...
ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।
ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ ।
ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ ।
ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା...
ଦେବ ଦମ୍ପତିଙ୍କ ବିବାହ ପରେ ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ଆଜି ସଂଧ୍ୟା ଯାଏ ଶୋଭାଯାତ୍ରା ଚାଲିବ।
ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ ।
ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ହୋଇଛି ବଡ଼ ବିଜୟ। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ।
ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା । ବାଜା ବାଣ ରୋଷଣୀ ସହ କନ୍ୟାପିତାଙ୍କ ଘର ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା ।
ତହସିଲ କର୍ମଚାରୀ କ୍ଷୟକ୍ଷତି ଆକଳନ କରି ସହୟତା ଯୋଗାଇବ ବୋଲି କହିଛି ।
ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା।
ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।