• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Jagannath devotee
ହରିୟାଣାରୁ ଆସିଥିଲେ ଶ୍ରୀକ୍ଷେତ୍ର...କାଳିଆକୁ କରିଥାଆନ୍ତେ ଦର୍ଶନ...ଉଡ଼ିଗଲା ପ୍ରାଣବାୟୁ...

ଶ୍ରୀକ୍ଷେତ୍ରରୁ ପ୍ରାୟ ୨ହଜାର କିମି ଦୂରରୁ ଅର୍ଥାତ୍‌ ହରିୟାଣାରୁ ପୁରୀ ଆସି ଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ମନରେ ଇଚ୍ଛା ଥିଲା ଟିକେ କାଳିଆକୁ ଦର୍ଶନ କରିବେ ବୋଲି । ସେଇଥି ଲାଗି ଏତେ ବାଟରୁ ଆସି ପହଞ୍ଚିଥିଲେ ପୁରୀ । ଜଗା ଦର୍ଶନ ହେବା ପରେ ହୋଟେଲ ଫେରିଥିଲେ । ପରେ ଘର ଲୋକଙ୍କୁ ଫୋନ୍‌ କରିଥିଲେ । ଆଉ କହିଥିଲେ, ଭଲରେ ଭଲରେ ଜଗା ଦର୍ଶନ ହେଲା

Fire that broke out at Laxmi Market Complex in puri
ଜଳୁଛି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ, ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ...

୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। 

Puri market complex
ଜଳିଯାଉଛି ପୁରୀ ମାର୍କେଟ କମ୍ପ୍ଲେକ୍ସ; ଅଣନିଃଶ୍ୱାସୀ ହୋଇ ୩ ମେଡିକାଲରେ ଭର୍ତ୍ତି

ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Happy Holi
ଭକ୍ତଙ୍କ ସହ ଭଗବାନଙ୍କ ରଙ୍ଗ ଖେଳ, ଦୋଳ ମେଳଣରେ ଦୁଲୁକୁଛି ଗାଁ ଦାଣ୍ଡ

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ରାତି ପାହିଲେ ରଙ୍ଗର ପର୍ବ ହୋଲି ।

BJD
ବିଜୁ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି କନ୍ଦଳ

ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ ।

utkalmani gopabandhu das
ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।

suando
ଚମକୁଛି ସୁଆଣ୍ଡୋ; ଲୋକାର୍ପିତ ହେଲା ସଂଗ୍ରହାଳୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି ।

Jagara
ଆସନ୍ତାକାଲି ଜାଗରଯାତ୍ରା; ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି

କଟକ ଆଠଗଡ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ।  

Jagannath Bharasa
‘ମୁଁ ଏଇଠି ନରେନ୍ଦ୍ର ପୁଷ୍କରିଣୀ କୂଳରେ ଅଧିଆ ପଡ଼ିଛି, ଜଗା ମୋ ଡାକ ନିଶ୍ଚୟ ଶୁଣିବ’

କିଡନୀ ରୋଗରେ ପଡିବା ପରେ ବେଙ୍ଗାଲୁରୁର ଡାକ୍ତର ଫେରାଇଦେବା ପରେ ନିରାଶ ହୋଇ ଏବେ ଜଗା ଭରସାରେ ପଡିଛନ୍ତି ହିମାଂଶୁ। ନଖାଇ ନପିଇ ପ୍ରଥମେ ମାଉସୀ ମାଆ ମନ୍ଦିର ପାଖରେ ଅଧିଆ ପଡିଥିଲେ ଭଦ୍ରକ ଜିଲ୍ଲା ବନ୍ତର ହିମାଂଶୁ ସାହୁ। ହେଲେ ମାଉସୀ ମାଆ ମନ୍ଦିର ସାମ୍ନାରୁ ପୋଲିସ ତଡି ଦେଲା। କୁଆଡେ ଯିବେ? କେମିତି ଯିବେ? କିଛି ଚିନ୍ତା ନକରି ନରେନ୍ଦ୍ର ପୁଷ୍କରଣୀ ପାଖରେ ଏବେ ଠାକୁରଙ୍କ ନାଁ ନେଇ ରହୁଛନ୍ତି ହିମାଂଶୁ।

2 persons killed, 12 others injured in road accident
ଆନ୍ଧ୍ରରୁ ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ଦୁର୍ଘଟଣା, ୨ ମୃତ

ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା।

Fog Alert In These Districts Of Odisha
ଏହିସବୁ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ! ଗାଡ଼ି ଚଲାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ

ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

Mining operations begin in Odisha’s Gop
ପୁରୀ ଗୋପରେ ବଢୁଛି ଖଣିଜ ତୈଳ ଉତ୍ତୋଳନ ଉତ୍କଣ୍ଠା

ନିଜ ଅଞ୍ଚଳରୁ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳ ବାହାରିବ କଥା ଶୁଣି ଖୁସି ସ୍ଥାନୀୟ ଅଞ୍ଚଳର ବାସିନ୍ଦା।

Baragarh Accident
ଜଗା ଦର୍ଶନ ସାରି ଫେରୁଥିଲେ...ବାଟରେ ଚାଲିଗଲା ପ୍ରାଣ

ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍‌ ବି ରହିରହି ଆଗକୁ ବଢୁଥିଲା। ରାସ୍ତା କଡରେ ଚା’ ଦୋକାନ ଦେଖି ଡ୍ରାଇଭର ଗାଡି ଅଟକେଇଥିଲା। ହେଲେ କେହି ଜଣେ ହେଲେ ବି ଚିନ୍ତା କରିନଥିଲେ ଚା’ ଦୋକାନ ପାଖରେ ଛକି ରହିଥିଲା ଯମ

Rituals Delayed In Puri Srimandir
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ: ଆଜି ସକାଳେ ହେଲା କାଲିର ନୀତି

ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।

Subhas Chandra Bose Jayanti 2023
ଜାଣନ୍ତୁ, କାହିଁକି ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସ ଚାକିରି ଛାଡ଼ିଥିଲେ ?

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା।

Life education and work of Madhusudan Rao
ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ରାଓ; ଭାଷାର ବିକାଶ ନେଇ ଲେଖିଥିଲେ ପ୍ରଥମ ପୁସ୍ତକ

ସେ ଥିଲେ ଓଡିଆ ଭାଷାର ପ୍ରାଣ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା। ତାଙ୍କ ବିନା ଆଜି ଓଡିଆ ଭାଷାକୁ ଚିନ୍ତା କରିବା ବି ସମ୍ଭବ ନୁହେଁ। ସେ ହେଲେ ଭକ୍ତକବି ମଧୁସୂଦନ ରାଓ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।

Stampede Like situation At Puri Jagannath Temple
ପୁରୀ ଶ୍ରୀମନ୍ଦିରରେ ଭୟଙ୍କର ଠେଲାପେଲା, ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ

ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

Makar Sankranti
ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ..

ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ  ।

Woman cricketer Rajashree Swain found dead, family alleges murder
‘ମୋ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି’

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

Vigilance arrests Puri Excise Inspector over bribery charges
ଦିନେ ପୋଲିସ୍‌ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ, ଏବେ ଲାଞ୍ଚ ନେଇ ଧରାପଡ଼ିଲେ !

ନିଶା ବେପାରୀଙ୍କଠାରୁ ପୁରୀ ପୋଲିସ୍‌ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପୁରୀ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍‌ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

Olibe Ridley
ଅଲିଭ ରିଡଲେ କଇଁଛକୁ ମାସ୍କଟ ଓଲି, ହେଲେ ବିପଦରେ ଅଲିଭ ରିଡଲେଙ୍କ ଜୀବନ 

କେବେ ଟ୍ରଲର ମାଡ଼ରେ ମୃତ, କେବେ ବୁଲା କୁକୁରଙ୍କ ଆହାର  । ବିପଦରେ ବିରଳ ଅଲିଭ୍ ରିଡ୍ଲେ କଇଁଛ  ।

Lord Jagannath
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ମୂଷା-ଅସରପା

ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।

Puri Girl Killed
ଝିଅକୁ ମାରି ପୋଡ଼ିଦେବା ଘଟଣା: ବାପାଙ୍କ ସମେତ ୩ ମାଲଭାଇ ଗିରଫ

ପୁରୀ ଗୋପ ଥାନା ବିଜିପୁରରେ ଝିଅକୁ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ବାପାଙ୍କ ସମେତ ସହ ଗାଁର ୩ ଜଣ ମାଲଭାଇ ଗିରଫ ହୋଇଛନ୍ତି।