ଆସନ୍ତା ୨ ତାରିଖରୁ ଅର୍ଥାତ୍ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୁରୁତର ଛାତ୍ରୀ କଟକ ଏସ୍ସିବିରେ ଭର୍ତ୍ତି
ସାମ୍ନାକୁ ଆସିଲା ଭଦ୍ର ଚୋରଙ୍କ ଅସଲ ଚେହରା । ଚିତା ଚୈତନ ମାରି, ଭଦ୍ର ଲୋକର ମୁଖା ପିନ୍ଧି, ସହାନୁଭୂତି ଦେଖାଇ, ପିଠି ଆଉଁଶି ଗରିବଙ୍କୁ ଲୁଟୁଥିଲେ। ଲକ୍ଷେ କି ୨ ଲକ୍ଷ ନୁହେଁ, ପୁରା ଲୁଟି ନେଇଛନ୍ତି ୩୦ ଲକ୍ଷ। କିଏ ରୋଗର ଚିକିତ୍ସା କରିବା ପାଇଁ ତ କିଏ ଚାକିରି ପାଇବା ଆଶାରେ ଜମି ବାଡି ବିକି ଏଇ ଭଦ୍ର ଚୋରଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି।
କେନ୍ଦ୍ରାପଡ଼ାରେ ରହିଛି ନିଶିଥ ପାରମାଣିକ ଓ ଯାଜପୁରରେ ରହିଛି ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକ୍ରମ । ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ ।
ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି ।
ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ ।
ଆଶ୍ରମ ଇଡି ହେପାଜତ୍ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।
ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।
ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।
ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି ।
ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।
ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି।
କେନ୍ଦ୍ରାପଡା ମାଗୁରଗଣ୍ଡା ପାଟଣା ମୁଣ୍ଡାସାହିରେ ଅଭାବନୀୟ ଘଟଣା... ଚର୍ମ ରୋଗ ପାଇଁ ୬୦ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ...
ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍ ପୋଖରୀ ଭିତରୁ ମିଳିଛି।
ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।
ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି।
କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...
ପ୍ରଶାସନଠୁ ଆରମ୍ଭ କରି ଲୋକେ ସମସ୍ତେ ଚୁପ୍ । ପ୍ରତିଦିନ ଜୀବନକୁ ବାଜି ଲଗାଇ ବୈତରଣୀ ମୁହାଣ ପାର ହେଉଛନ୍ତି ।
ମାଆଙ୍କ ନାଁରେ ଶେଷ ଚିଠି ଲେଖି ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
୨ ପରିବାରକୁ ସାମାଜିକ ବାସନ୍ଦ ! ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ଚେତାବନୀ ଦେଇଛି।
କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍।