ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।
ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।
ପ୍ରତି ଥର ନିର୍ବାଚନ ବେଳେ ବ୍ରିଜ୍ ପାଇଁ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ପରେ ପାଣିର ଗାର ପାଲଟି ଯାଏ ।
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
କିଏ ବାପାଲୋ.. କହି କହି ଭୂଇଁରେ ଲୋଟୁଛି ତ ଆଉ କିଏ ଭାଇଲୋ କହିକି ମୁଣ୍ଡ ପିଟୁଦେଉଛି ।
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା।
କେନ୍ଦ୍ରାପଡା ବାଲିଆ ବଜାରରେ ଯେଉଁଠି ୨୪ ଘଣ୍ଟା ତଳେ ଚାଲିଥିବା ବାଜା, ବାଣ ରୋଷଣି କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ଡିଜେର ତାଳେ ତାଳେ ନାଚ ଚାଲିଥିଲା । ହେଲେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ପୁରାପୁରି ବଦଳାଇ ଦେଇଥିଲା ଉତ୍ସବର ମାହୋଲ୍ ।
କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ହୋଇ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ।
୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।
ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।
ସବୁଠୁ ବଡ଼ କଥା ହେଲା ଅତନୁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହି ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି ।
ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ ।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି।
ଆଜି ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟରକୁ ବୃଦ୍ଧି ହୋଇପାରେ।
ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି ।
ଯୁବତୀଙ୍କ ବାପା ଦିବାକର ଦାସ ପୋଲିସ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ।
ସାତଟି ଶ୍ରେଣୀକୁ ମାତ୍ର ଦୁଇଜଣ ଶିକ୍ଷକ l ଥରେ ଚିନ୍ତା କରନ୍ତୁ କେମିତି ପାଠ ପଢା ଚାଲିଥିବ ସେହି ସବୁ ସ୍କୁଲରେ ?
ଆଗାମୀ କିଛି ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍ଠାକ୍ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍ ଭଲରେ ଚଳୁଥିଲା ।
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।