ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ଦିବ୍ୟାଙ୍ଗ ବାପା ଓ ଦୃଷ୍ଟିବାଧିତ ମା’ ପାଇଁ ସାହାରା ସାଜିଛି ୧୪ ବର୍ଷିୟ ରାକେଶ।
ଭାଉଜଙ୍କୁ ବିବାହ କରି ଉଜୁଡ଼ି ଯାଇଥିବା ପରିବାକୁ ସଜାଡ଼ି ଦେଲେ ଯୁବକ । ସମାଜକୁ ଦେଲେ ପରିବର୍ତ୍ତନର ବାର୍ତ୍ତା ।
ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।
ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି।
କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।
ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।
ରାଜ୍ୟପାଳଙ୍କ ଉଦ୍ୟମରେ ହୋଇଥିବା ଅପରେସନ ସଫଳ ହୋଇଛି ।
ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା
ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ।
ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।
ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । ୩ଟି ଦାମୀ ମୋବାଇଲ ଓ ୩ ଟି ବ୍ଲୁ-ଟୁଥ୍ ଜବତ ।
ଗହୀରମଥାରେ ଅଲିଭରିଡ୍ଲେଙ୍କ ସମାଗମ । କଇଁଛ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା ଶିବିର ।
ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।
ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।
ପ୍ରତି ଥର ନିର୍ବାଚନ ବେଳେ ବ୍ରିଜ୍ ପାଇଁ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ପରେ ପାଣିର ଗାର ପାଲଟି ଯାଏ ।
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
କିଏ ବାପାଲୋ.. କହି କହି ଭୂଇଁରେ ଲୋଟୁଛି ତ ଆଉ କିଏ ଭାଇଲୋ କହିକି ମୁଣ୍ଡ ପିଟୁଦେଉଛି ।
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା।
କେନ୍ଦ୍ରାପଡା ବାଲିଆ ବଜାରରେ ଯେଉଁଠି ୨୪ ଘଣ୍ଟା ତଳେ ଚାଲିଥିବା ବାଜା, ବାଣ ରୋଷଣି କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ଡିଜେର ତାଳେ ତାଳେ ନାଚ ଚାଲିଥିଲା । ହେଲେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ପୁରାପୁରି ବଦଳାଇ ଦେଇଥିଲା ଉତ୍ସବର ମାହୋଲ୍ ।
କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ହୋଇ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି ।