• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Unclaimed Deposits
ଆଉ ଅଛପା ରହିବନି ବ୍ୟାଙ୍କର ଅନକ୍ଲେମଡ ଡିପୋଜିଟ୍

ତଥ୍ୟ କହୁଛି ଦେଶର ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଛି ୪୫ ହଜାର କୋଟିରୁ ଅଧିକ ଟଙ୍କାର ଦାବି ବିହୀନ ଡିପୋଜିଟ୍ । ଯାହାକୁ ଜମା ରଖିଥିବା ଗ୍ରାହକ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ ସେମାନଙ୍କୁ ଫେରାଇବାକୁ କରାଯିବ ଉଦ୍ୟମ ।

Chandrayaan 3
ଜହ୍ନ ରାଇଜରୁ ଆସିଲା ନୂଆ ଭିଡିଓ; ସ୍ପଷ୍ଟ ଦିଶୁଛି ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଗହ୍ୱର

ଚନ୍ଦ୍ରପୃଷ୍ଠର ୨ଟି ଭିଡିଓ ପଠାଇଲା ଚନ୍ଦ୍ରାୟନ-୩ । ଭିଡିଓ କଏଦ କରିଛି ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା । ସେଥିରେ ସ୍ପଷ୍ଟ ଦିଶୁଛି ଯେ ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଗହ୍ୱର ରହିଛି ।

Dog Fight
ପୋଷା କୁକୁର ଲଢ଼େଇ ଲାଗିଲେ; ମାଲିକ ହାତାହାତି ହୋଇ ମଲେ

ଦୁଇ ପୋଷା କୁକୁରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୟଙ୍କର ରୂପ ନେଇଛି । ଦୁଇ କୁକୁର ପରସ୍ପରକୁ ଭୁକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ପାଟିତୁଣ୍ତ ଲାଗିଲା । ଶେଷରେ କୁକୁର ଲଢ଼େଇକୁ ନେଇ ଗୁଳିମାଡ଼ ମଧ୍ୟ ହୋଇଛି । ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଛି ।

Sikkim started govt shravan kumar award for children taking care of elderly parents
ଏହି ସରକାରଙ୍କ ଘୋଷଣା; ବାପାମାଆଙ୍କ ସେବା କରୁଥିବା ପୁଅ ଝିଅ ପାଇବେ ୧୫ ଲକ୍ଷ

ଏହି ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ବୃଦ୍ଧ ପିତାମାତାଙ୍କ ସେବା କରୁଥିବା ପୁଅ ଓ ଝିଅମାନଙ୍କ ପାଇଁ 'ଶ୍ରବଣ କୁମାର ପୁରସ୍କାର' ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାରକୁ ଘୋଷଣା କରାଯାଇଛି।

ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ
Gadar 2: ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ

ରିଲିଜ୍ ହେବାର ୬ ଦିନରେ ସନି ଦେଓଲଙ୍କ ଫିଲ୍ମ 'ଗଦର ୨' ବକ୍ସ ଅଫିସ୍ ଆୟରେ ଏକ ବଡ ରେକର୍ଡ ସୃଷ୍ଟି କରିଛି, ଯାହା 'ସୁଲତାନ୍', 'ପଠାନ୍' ଏବଂ 'ଡଙ୍ଗଲ' ଭଳି ଫିଲ୍ମକୁ ପଛରେ ପକେଇଦେଇଛି। ଏହି ରେକର୍ଡ ଭାଙ୍ଗିବାକୁ ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କୁ ବର୍ଷ ବର୍ଷ ଲାଗିପାରେ। ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ କ’ଣ?

India's first state-of-the-art 3D post office set-up in Bengaluru
ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍‌ଘାଟିତ

ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍‌ଘାଟିତ। ୧୧ ଶହ ସ୍କୋୟାର ଫୁଟର ଜାଗାରେ ଏହା ତିଆରି ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Journalist Killed
କବାଟ ଖୋଲୁ ଖୋଲୁ ସାମ୍ବାଦିକଙ୍କ ଉପରେ ଗୁଳି ବର୍ଷା...

ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Spring Loaded Fans To Prevent Suicides
ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ !

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ ! ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି।

Maharashtra Politics
ଜଣେ କହିଲେ ‘ମୋତେ ମନ୍ତ୍ରୀ ନକଲେ ମୁଁ ଇସ୍ତଫା ଦେବି, ଆଉ ଜଣେ କହିଲେ ‘ମୋତେ ମନ୍ତ୍ରୀ ପଦ ନିହାତି ଦରକାର’..!

ତା’ପରେ ଆଉ ଜଣେ ବିଧାୟକ କହିଲେ ଯେ,‘ମୋତେ ମନ୍ତ୍ରୀ ନକଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ’ ।

RBI issues new guidelines for loans
ଆପଣ ଲୋନ୍‌ ନେଇଛନ୍ତି କି ? ଜାଣି ରଖନ୍ତୁ ଏହି ନୂଆ ଗାଇଡ୍‌ଲାଇନ୍‌...

ଆପଣ ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌, ପର୍ସନାଲ୍‌ ଲୋନ୍‌ କରିଛନ୍ତି କି ? ତା’ହେଲେ ହୁଏତ ଏମିତି ହୋଇଥିବ ପାଖରେ ଟଙ୍କା ନଥିବାରୁ କିମ୍ବା ଅନ୍ୟ କାରଣ ଯୋଗୁ ଠିକ୍‌ ସମୟରେ ଆପଣ ଇଏମ୍‌ଆଇ(EMI) ଦେବାରେ ବିଳମ୍ବ ହୋଇଯାଇଥିବ।

Viral Photo
ଫୋନ୍‌ରେ ଗପିବା ମହଙ୍ଗା ପଡ଼ିଲା ! ଫଟୋ ଭାଇରାଲ ପରେ ASPଙ୍କ ବଦଳି

ଖାଲି ସେତିକି ନୁହେଁ, ଗୋଟିଏ ହାତରେ ମୋବାଇଲ ଧରି ଗପୁଥିବା ବେଳେ ଅନ୍ୟ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ପୋଲିସ ବାବୁ । ଯାହାକି ଅତ୍ୟନ୍ତ ଅଶୋଭନୀୟ ଥିଲା ।

 Plane explodes after colliding with bike car in Malaysia
ଭୟାନକ ଦୃଶ୍ୟ: କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ, ୧୦ ମୃତ

କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ। ଗୁରୁବାର ଦିନ ମାଲେସିୟା ରାଜଧାନୀ ନିକଟ ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Athlete Dutee Chand Gets Four Year Dope Ban
ଡୋପ୍ ଟେଷ୍ଟରେ ଫେଲ୍‌ ମାରିଲେ ଦୂତି ଚାନ୍ଦ, ଲାଗିଲା ୪ ବର୍ଷ ପାଇଁ ବ୍ୟାନ୍‌...

ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍‌ ବଳବତ୍ତର ରହିବ।

indias first woman bulubul who was hanged
ଏ ହେଉଛନ୍ତି ଭାରତର ପ୍ରଥମ ମହିଳା ଯାହାଙ୍କୁ ଇଂରେଜ୍‌ମାନେ ଫାଶି ଦେଇଥିଲେ

ସ୍ୱାଧୀନତା ସଂଗ୍ରାମରେ ଅନେକ ଲୋକ ଶହୀଦ ହୋଇଥିଲେ। ଭାରତ ମାତାକୁ ସ୍ୱାଧୀନ କରିବା ନେଇ ଅନେକ ମହିଳା ମଧ୍ୟ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଅନେକ ବୀର ମହିଳାଙ୍କ କାହାଣୀ ଉଦାହରଣ ସୃଷ୍ଟି କରିଛି। ଏହିପରି ଏକ କାହାଣୀ ହେଲା ବୁଲବୁଲଙ୍କର।

Asia Cup 2023
Asia Cup 2023: ରବିବାର ଦଳ ଘୋଷଣା ! କମ୍‌ବ୍ୟାକ୍‌ କରିବେ ଏହି ଷ୍ଟାର ଖେଳାଳି..

ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍‌ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।

Crime against Minor Girl
ଦୁଷ୍କର୍ମ କରି ଜେଲ୍‌ ଯାଇଥିଲେ; ଫେରିବା ପରେ ପୁଣି ଥରେ...

ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।

Viral Video
ଆଶ୍ଚର୍ଯ୍ୟ ! ଅହିରାଜକୁ ଦେଲେ କିସ୍‌

ଭୟଙ୍କର ଦୃଶ୍ୟ...ଜଙ୍ଗଲ ଭିତରେ ବୁଲୁଥିଲା ଅହିରାଜ । କିସ୍‌ କରିଦେଲେ ଏହି ଯୁବକ । ପୁଣି କିସ୍‌ ସମୟର ଭିଡିଓ କଲେ ଭାଇରାଲ

Shimla Land Slide
ସ୍ଥିତି ଭାରି ଭୟଙ୍କର ! କୁନି ଝିଅ ମନରେ ମୃତ୍ୟୁର ପ୍ରଶ୍ନ, ବାପା ନିରୁତ୍ତର...

ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।

Delhi School
ଆଶ୍ଚର୍ଯ୍ୟ ! ଜୟ ଶ୍ରୀରାମ କହିବାରୁ PT ପ୍ରବଳ ପିଟିଲେ, ସ୍କୁଲରୁ ବିଦା କଲେ...

ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।

Chandrayaan-3
ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩, ପ୍ରୋପଲସନ୍ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍

Narendra Modi
‘ପୁଣି ଆଉ ଥରେ ମୋଦି ସରକାର’ : ଟାଇମସ ନାଓ ସର୍ଭେ

ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।

Pilot Death
ବିମାନରେ ଥିଲେ ୨୭୧ ଯାତ୍ରୀ, ମଝି ଆକାଶରେ ପାଇଲଟ୍‌ଙ୍କୁ ଆସିଲା ହାର୍ଟଆଟାକ୍...

ପାଇଲଟଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ପଶିଥିଲା ଛନକା । ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ବୋଲି ଅନେକ ଯାତ୍ରୀ ଭାବି ସାରିଥିଲେ । 

Viral Photo
Viral Photo: ଏମିତି ରୁମ୍‌ର ଭଡ଼ା କେତେ ? ବେଡ୍‌ ଯେଉଁଠି ଲାଟିନ୍‌ ସେଇଠି

ଖାଲି ସେତିକି ନୁହେଁ ଏହି ରୁମ୍‌ରେ ଏୟାର କଣ୍ଡିସନର ବି ଲାଗିଛି । ଟଏଲେଟ୍‌ ପାଖରେ ବେଡ୍‌ ବି ପଡ଼ିଛି ।

crime
ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

Rain fury
ଉତ୍ତର ଭାରତରେ ପ୍ରକୃତିର କୋପ, ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।