ସ୍ୱାଧୀନତା ସଂଗ୍ରାମରେ ଅନେକ ଲୋକ ଶହୀଦ ହୋଇଥିଲେ। ଭାରତ ମାତାକୁ ସ୍ୱାଧୀନ କରିବା ନେଇ ଅନେକ ମହିଳା ମଧ୍ୟ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଅନେକ ବୀର ମହିଳାଙ୍କ କାହାଣୀ ଉଦାହରଣ ସୃଷ୍ଟି କରିଛି। ଏହିପରି ଏକ କାହାଣୀ ହେଲା ବୁଲବୁଲଙ୍କର।