/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692347460.jpg)
India's first state-of-the-art 3D post office set-up in Bengaluru
ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍ଘାଟିତ ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଥିବା ହଲଶୁରୁ ପୋଷ୍ଟ ଅଫିସକୁ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସରେ ପରିଣତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଉଦ୍ଘାଟନ କରିଛନ୍ତି।
Advertisment
୧୧ ଶହ ସ୍କୋୟାର ଫୁଟର ଜାଗାରେ ଏହା ତିଆରି ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ୪୪ ଦିନରେ ତିଆରି ହୋଇଥିବା ଏହି ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ
ମାଧ୍ୟମରେ ଭାରତର ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରତିଫଳନ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)