୨୦ ଟଙ୍କା ପକାଇ ଲୁଟିନେଲେ ୧୦ ଲକ୍ଷ । ତଳେ ପଡ଼ିଥିବା ୨୦ ଟଙ୍କା ଖୋଜିବାରେ ବ୍ୟସ୍ତ ଥିଲେ କିରାଣୀ..ପଛପଟୁ ୧୦ ଲକ୍ଷ ଉଡ଼ାଇନେଲେ ଚୋର ।
ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।
ଯୁବତୀ ବାଇକ୍ ଷ୍ଟଣ୍ଟ କରିବା ସମୟରେ ନିଜ ଜୀବନ ପ୍ରତି ନା ମନରେ ଭୟ ରହିଛି ନା କୌଣସି ଲୋକଙ୍କ ଜୀବନ ଯିବା ପ୍ରତି ଖାତିର ଅଛି । ଫୁଲ୍ ଆକ୍ସନ ଓ ଷ୍ଟାଇଲିସ୍ରେ ଯୁବତୀ ଜଣକ ଭିଡିଓରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି ।
ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।
କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ ପଦବୀ ପୂରଣ ହେବ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ଡ୍ରାମା କ୍ୱିନ୍ ରାଖୀ ସାୱନ୍ତଙ୍କ ଟଙ୍କା, କାର୍, ମୋବାଇଲ୍ ଚୋରି ହୋଇଯାଇଛି। ଏହି କାରଣରୁ ସେ ଖୁବ୍ ଚିନ୍ତାରେ ଥିବା ଜଣାପଡିଛି। ଅଭିନେତ୍ରୀଙ୍କ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।
ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।
ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।
ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ
ମହଙ୍ଗା ପଡିଲା ମୋମୋ ଚ୍ୟାଲେଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ ।
ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି ।
ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।
ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।
ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ ।
ଟପ୍ ଲିଡର ମୋକିମ୍ ଓ ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ସସପେଣ୍ଡ କଲା AICC
ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ସ୍ୱାଗତ ।
ସ୍ୱାମୀ ନାଁରେ କଳଙ୍କ । ସ୍ତ୍ରୀକୁ ସୁରକ୍ଷା ଦେବା ବଦଳରେ ସାଙ୍ଗ ସହିତ ରାତି କାଟିବାକୁ ବାଧ୍ୟ କଲା ସ୍ୱାମୀ । ୱାଇଫ୍ ସ୍ୱାପିଂ ମାମଲାରେ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ସରକାରୀ ହଷ୍ଟେଲରେ ନାବାଳିକାମାନେ ସ୍ନାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଉତ୍ତେଜନା ବ୍ୟାପୁଛି।
ଯୁବକ ଜଣକ ଜଣେ ସହକର୍ମୀଙ୍କ ସହ କାମ କରୁଥିଲେ । କାମ କରିବା ସମୟରେ କୌଣସି ଏକ ଜିନିଷକୁ ଲୁହା କଣ୍ଟାରେ ଆଘାତ କରୁଥିଲେ । ହେଲେ କଣ୍ଟାଟି ହଠାତ୍ ପଲଟିପଡ଼ି ତାଙ୍କ ମୁଣ୍ଡରେ ପଶିଯାଇଥିଲା ।