• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Shivraj Chouhan
ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂହଙ୍କ ଇସ୍ତଫା, କାନ୍ଦିଲେ ମହିଳା...

ମହିଳାମାନେ ଶିବରାଜଙ୍କୁ ଧରି କାନ୍ଦୁଥିବାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେହି ମହିଳାଙ୍କ ମଧ୍ୟରେ ଗୋଟିଏ କଥା ଥିଲା, ଆମେ ଆପଣଙ୍କ ମୁହଁକୁ ଚାହିଁ ଦେଇଥିଲୁ ଭୋଟ ।

Old pension scheme
ଲୋକସଭାରେ ଉଠିଲା ପୁରୁଣା ପେନ୍‌ସନ୍‌ କଥା; ମନ୍ତ୍ରୀ କହିଲେ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ସ୍କିମ୍‌ (OPS) ଫେରାଇ ଆଣିବା ପାଇଁ କୌଣସି ଯୋଜନା ହୋଇନାହିଁ କି ଏ ସମ୍ପର୍କରେ କିଛି ବିଚାର କରାଯାଇନାହିଁ ।

Arif Mohammad Khan
କେରଳ ରାଜ୍ୟପାଳଙ୍କ ସାଂଘାତିକ ଅଭିଯୋଗ ! ‘ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଷଡ଼ଯନ୍ତ୍ର କରିଛନ୍ତି’

ରାଜ୍ୟପାଳ କହିଛନ୍ତି ଯେ, ‘ଯଦି ମୁଖ୍ୟମନ୍ତ୍ରୀ ମୋର କୌଣସି କଥା ସହ ସହମତ ନୁହଁନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡ଼ଯନ୍ତ୍ର କରିବେ ।’

Bengaluru doctors
୧୮ ବର୍ଷ ହେଲା ମୁଣ୍ଡରେ ପଶିଥିଲା ଗୁଳି; ଅପରେସନ୍‌ କରି ବାହାରକଲେ ଡାକ୍ତର

ଗତ ସପ୍ତାହରେ ଏକ ଘରୋଇ ହସ୍ପିଟାଲରେ ଏହି ଅପରେସନ୍‌ କରାଯାଇଛି । ଅପରେସନ୍‌ ହୋଇଥିବା ଯୁବକଙ୍କ ବୟସ ୨୯ ବର୍ଷ । ଏହି କାରଣରୁ ତାଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥିଲା । ଏମିତିକି କାନରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରୁଥିଲେ ।

Chased by monkeys, 6 year old falls to death; 2nd death in 3 days
ମାତିଛନ୍ତି ମାଙ୍କଡ଼; ୩ ଦିନରେ ନେଲେଣି ୨ଜଣଙ୍କ ଜୀବନ

ଗତ ରବିବାର ଦିନ ଏହି ଘଟଣା ସାମ୍‌ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ ।

Rajnikanth journey from bus conductor to south superstar
Rajnikath’s Birthday 2023: ରଜନୀକାନ୍ତଙ୍କ ସଂଘର୍ଷର କାହାଣୀ; କେତେବେଳେ କୁଲି, କେତେବେଳେ କଣ୍ଡକ୍ଟର୍

ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। କେତେବେଳେ ସେ କୁଲି ହୋଇଛନ୍ତି ତ ପୁଣି କେତେବେଳେ ବସ୍‌ କଣ୍ଡକ୍ଟର୍‌। ସପୋର୍ଟିଂ ଭୂମିକାରୁ ଆସି ହୋଇଛନ୍ତି ସୁପରଷ୍ଟାର୍।

Big prediction of dhirendra Krishna shastri modi will become pm again
ମୁସଲମାନ ସମାଜର ନାଗରିକମାନଙ୍କର ପୂର୍ବପୁରୁଷମାନେ ମଧ୍ୟ ହିନ୍ଦୁ ଥିଲେ: ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ମସିହାରେ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ। ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏକ ହିନ୍ଦୁରାଷ୍ଟ୍ରରେ ପରିଣତ ହେବ।

millet increases beneficial many diseases
Health Tips: ଶୀତ ଦିନେ ଗହମ ଅଟା ନୁହେଁ, ଖାଆନ୍ତୁ ଏହି ଖାଦ୍ୟ… କୋଲେଷ୍ଟ୍ରଲ ହ୍ରାସ ହେବ

ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତଦିନେ ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ।

Article 370 abrogation in J-K valid
ଇତିହାସ ପାଲଟିଲା ଧାରା ୩୭୦; କେନ୍ଦ୍ରର ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ କହିଲେ ସୁପ୍ରିମକୋର୍ଟ

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

Most searched film actress in the world on Google in 2023 is Indian
୨୦୨୩ରେ ଗୁଗୁଲରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଅଭିନେତ୍ରୀ ହେଲେ ଭାରତୀୟ

ଗୁଗୁଲ୍ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା। ଏଥିରେ ଜଣେ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯିଏ ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍‌ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି।

MP CM MOHAN YADAV
ମୋହନ ଯାଦବ କିଏ ? କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ଦଳ ?

ମଧ୍ୟପ୍ରଦେଶରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ବାଚସ୍ପତି କରିଥିବା ବେଳେ ନୂଆ ଚେହେରା ଭାବେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।

Vidyut jamwal shared his nude photos from jungle
ନ୍ୟୁଡ୍ ଅବତାରରେ ବିଦ୍ୟୁତ ଜାମୱାଲ; ରାମ ଗୋପାଲ ବର୍ମା କହିଲେ ଗ୍ରୀକ୍ ଗଡ୍

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଦ୍ୟୁତ ଜାମୱାଲଙ୍କ ନ୍ୟୁଡ୍ ଫଟୋ। ଅଭିନେତାଙ୍କ ଏହି ପୋଷ୍ଟ୍‌କୁ ଦେଖି କେତେକ ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି। ରାମ ଗୋପାଲ ବର୍ମା କିନ୍ତୁ ତାଙ୍କର ଏହି ପୋଷ୍ଟ୍‌କୁ ପସନ୍ଦ କରି ଗ୍ରୀକ୍ ଗଡ୍ ବୋଲି କହିଛନ୍ତି।

Cyber Fraud In Petrol Pump
ସାବଧାନ ! ତେଲ ଟାଙ୍କିରେ ଦେଉଛନ୍ତି କି ଡେବିଟ୍‌ କାର୍ଡ ? ଖାଲି ହୋଇଯାଇପାରେ ଆକାଉଣ୍ଟ...

ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେବିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।

censor board gives a certificate to prabhas starrer salaar
Salaar: ‘ସାଲାର୍‌’କୁ ସେନ୍ସର୍ ବୋର୍ଡ ଝଟ୍‌କା; ଦେଖିପାରିବେ ନାହିଁ ୧୮ ବର୍ଷରୁ କମ୍ ପିଲା!

‘ସାଲାର୍‌’ ଗ୍ରାଣ୍ଡ୍ ଥିଏଟ୍ରିକାଲ୍ ରିଲିଜ୍ ଠାରୁ ମାତ୍ର ଦଶ ଦିନ ଦୂରରେ ଅଛି। ଏହାରି ଭିତରେ ନିକଟରେ ସେନ୍ସର ବୋର୍ଡ (ସିବିଏଫ୍‌ସି) କୁ ପଠାଯାଇଥିଲା ଏବଂ ସେନ୍ସର ବୋର୍ଡ ଫିଲ୍ମକୁ ୨ ଘଣ୍ଟା ୫୫ ମିନିଟ୍‌ର ରନ୍‌ଟାଇମ୍ ସହିତ ‘A’ ସାର୍ଟିଫିକେଟ୍ ଦେଇଛି।

Petrol Diesel
କମିଲା ଅଶୋଧିତ ତୈଳ ଦର, ଏବେ କମିବ ପେଟ୍ରୋଲ-ଡିଜେଲ ଦର !

ଖୁବ୍‌ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । 

Narendra Modi
‘ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ, ଏହା ଆଶାର ଆଲୋକ’

‘ଜାମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ’

Sabarimala Temple
ଭଗବାନ ଦର୍ଶନ ନୋହିଲା, ଧାଡ଼ିରେ ହିଁ ଚାଲିଗଲା ୧୧ ବର୍ଷିୟ ଝିଅର ଜୀବନ

ଭକ୍ତ-ଭଗବାନଙ୍କ ମିଳନ ହୋଇପାରିଲା ନାହଁ । ଭଗବାନ ଆୟାପ୍ପାଙ୍କ ଦୁଆରେ ୧୧ ବର୍ଷିୟ ଝିଅର ପ୍ରାଣବାୟୁ ଉଡ଼ିଗଲା ।

Article 370 verdict
ଇତିହାସ ପାଲଟିଲା ଆର୍ଟିକିଲ ୩୭୦ : ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ‘ସୁପ୍ରିମ’ ମୋହର

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

UNICEF Day 2023
UNICEF Day 2023: ଭାରତୀୟ ସମ୍ବିଧାନରେ ଶିଶୁମାନଙ୍କ ପାଇଁ ୫ ଅଧିକାର

ଶିଶୁମାନଙ୍କର ଅଧିକାରକୁ ରକ୍ଷା କରିବା ଏବଂ ସେମାନଙ୍କ ଜୀବନକୁ ସୁରକ୍ଷା ଦେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନେଇ ପ୍ରତିବର୍ଷ ୧୧ ଡିସେମ୍ବରରେ ସାରା ବିଶ୍ୱରେ ‘ୟୁନିସେଫ୍ ଦିବସ’ ପାଳନ କରାଯାଏ। ଭାରତୀୟ ସମ୍ବିଧାନ ଏନେଇ ଶିଶୁମାନଙ୍କୁ କେତେକ ଅଧିକାର ଦେଇଛି। ଆସନ୍ତୁ ସେ ବିଷୟରେ ଜାଣିବା।

Supreme Court to give its verdict on Article 370 today
ଆଜି ସୁପ୍ରିମକୋର୍ଟରେ ‘୩୭୦’ ରାୟ

ଆଜି ଜମ୍ମୁ ଓ କାଶ୍ମୀରର ଭାଗ୍ୟ ନିର୍ଦ୍ଧାରଣ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଦେବେ ।

International Mountain Day 2023 Protection of mountain ecosystems
International Mountain Day 2023: ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ

ପ୍ରତିବର୍ଷ ୧୧ ଡିସେମ୍ବରରେ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରାଯାଏ। ସମଗ୍ର ବିଶ୍ୱରେ ଥିବା ପର୍ବତଗୁଡିକ ପ୍ରକୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ଆସନ୍ତୁ ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ ବିଷୟରେ ଜାଣିନେବା।

Who Will Be The New CM Of Madhya Pradesh
କିଏ ହେବେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ? ଚର୍ଚ୍ଚାରେ ଏହି ନେତାଙ୍କ ନାଁ...

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି ।

Viral Video
ଏମିତି ବିବାହ ଆପଣ କେବେ ଦେଖିନଥିବେ, ଦେଖନ୍ତୁ ଭିଡିଓ...

ଭିଡିଓରେ ୪ ଜଣ ପତ୍ନୀ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି । ବର ମଧ୍ୟ ବର ବେଶରେ ରହିଛି । ପତ୍ନୀମାନେ ସ୍ୱାମୀଙ୍କ ପାଦ ଛୁଇଁ ନମସ୍କାର ମଧ୍ୟ କରୁଛନ୍ତି ।

Vishnu Deo Sai
ସରପଞ୍ଚରୁ CM; ଛତିଶଗଡ଼ରେ ହେବ ବିଷ୍ଣୁଦେଓ ସରକାର

ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।