• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fastag

FASTag Pass
FASTag Pass: ଅଗଷ୍ଟ ୧୫ରୁ ବର୍ଷିକିଆ ଫାସ୍‌ଟ୍ୟାଗ୍ ପାସ୍‌, ଜାଣନ୍ତୁ କେମିତି ଫାଇଦା ପାଇବେ ଗାଡ଼ି ମାଲିକ ?

ଫାସ୍‌ଟ୍ୟାଗ୍ ଆଧାରିତ ବର୍ଷିକିଆ ପାସ୍ ନେଇ ଗଡକରୀଙ୍କ ବଡ଼ ଘୋଷଣା । ୩ ହଜାର ଟଙ୍କାର ଯେଉଁ ପାସ୍ ବ୍ୟବସ୍ଥା ହୋଇଛି, ସେଥିରେ ଗୋଟିଏ ଗାଡ଼ି ୨୦୦ ଟ୍ରିପ୍ ଅର୍ଥାତ୍ ୨୦୦ ଥର ଜାତୀୟ ରାଜପଥର ଟୋଲ ଗେଟ୍ ଅତିକ୍ରମ କରିପାରିବ । ଜାଣନ୍ତୁ କିଭଳି ଏହି ସ୍କିମର ଫାଇଦା ପାଇବେ ଗାଡ଼ି ମାଲିକ ?

FASTag Annual Pass
FASTag: ଟୋଲ୍ ପଲିସିରେ ବଡ଼ ପରିବର୍ତ୍ତନ, ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍ ପାସ୍

ଆସିଲା ନୂଆ ଫାସଟ୍ୟାଗ୍ ବ୍ୟବସ୍ଥା । ବର୍ଷେ ପାଇଁ ହେବ ଫାସ୍‌ଟ୍ୟାଗ୍‌ ପାସ୍‌ । ଦେବାକୁ ପଡ଼ିବ ୩ ହଜାର ଟଙ୍କା । କେବେ ଏହି ପାସ୍ ରିନ୍ୟୁ ହେବ? ଏହି ନିୟମ କେବେଠୁ ଲାଗୁ ହେବ? ଜାଣନ୍ତୁ ।

New Toll Policy
FASTag: ସରକାର ଆଣିବେ ବର୍ଷିକିଆ ଫାସଟାଗ୍ ପେମେଣ୍ଟ ବ୍ୟବସ୍ଥା, ରହିବ ଅନଲିମିଟେଡ୍ ଟ୍ରାଭେଲ୍ ଅଫର୍ !

ସରକାର ଯେଉଁ ନୂଆ ବ୍ୟବସ୍ଥା କଥା ଚିନ୍ତା କରୁଛନ୍ତି, ସେଥିରେ ଟୋଲ୍ ପ୍ଲାଜାର ଆବଶ୍ୟକତା ପଡିବନି । ସେନସର ଭିତ୍ତିକ ଡିଜିଟାଲ୍ ଟୋଲ୍ କଲେକସନ୍ ହେବ । ଗାଡିକୁ ଆଉ କୌଣସି ଜାଗାରେ ରାସ୍ତାରେ ଅଟକିବାକୁ ପଡିବନି । ଜିପିଏସ୍ (GPS) ଓ ଅଟୋମେଟେଡ୍ ଭେଇକିଲ୍ ଟ୍ରାକିଂ ସିଷ୍ଟମ ଦ୍ୱାରା ଟୋଲ୍ କଟିଯିବ ।

Fastag
ଫାସ୍‌ଟାଗ୍ KYC ଅପ୍‌ଡେଟ୍‌ ଅବଧି ବଢ଼ିଲା, ତୁରନ୍ତ ସାରିଦିଅନ୍ତୁ କାମ...

ଆପଣଙ୍କୁ ମାର୍ଚ୍ଚ ୧ରୁ ଡବଲ ଟୋଲ୍ ଦେୟ ଦେବାକୁ ପଡିବ । ତେବେ ଆପଣ ଉଭୟ ଅଫଲାଇନ୍ ଏବଂ ଅନ୍‌ଲାଇନ୍ ମାଧ୍ୟମରେ ଆପଣଙ୍କ KYC ଅପଡେଟ୍ କରିପାରିବେ ।

Fastag
ଅପ୍‌ଡେଟ୍‌ କରିନାହାନ୍ତି କି ? ଫେବ୍ରୁଆରୀ ପହିଲାରୁ ଆଉ କାମ କରିବନି ଫାସ୍‌ଟ୍ୟାଗ୍..!

ଫାସ୍‌ଟାଗ୍‌ଗୁଡିକୁ ୩୧ ଜାନୁଆରୀ ୨୦୨୪ ପରେ ନିଷ୍କ୍ରିୟ ବା ବ୍ଲାକ୍‌ଲିଷ୍ଟ କରିଦିଆଯିବ ।

Fastag
ଅକାମୀ ହୋଇଯିବ Fastag, ତୁରନ୍ତ ପୁରଣ କରନ୍ତୁ KYC

ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।

72-year-old loses Rs 99,500 after phone hangs
ହ୍ୟାଙ୍ଗ୍‌ ହୋଇଗଲା ଫୋନ୍‌, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା !

ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।

Fastag
ସାବଧାନ ! ଫାସ୍‌ଟ୍ୟାଗ୍‌ ରିଚାର୍ଜ ବେଳେ ଧ୍ୟାନ ରଖନ୍ତୁ ନଚେତ୍‌ ଆକାଉଣ୍ଟରୁ ଗାୟବ ହେବ ଟଙ୍କା

କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।