ଆପଣଙ୍କୁ ମାର୍ଚ୍ଚ ୧ରୁ ଡବଲ ଟୋଲ୍ ଦେୟ ଦେବାକୁ ପଡିବ । ତେବେ ଆପଣ ଉଭୟ ଅଫଲାଇନ୍ ଏବଂ ଅନ୍ଲାଇନ୍ ମାଧ୍ୟମରେ ଆପଣଙ୍କ KYC ଅପଡେଟ୍ କରିପାରିବେ ।
ଫାସ୍ଟାଗ୍ଗୁଡିକୁ ୩୧ ଜାନୁଆରୀ ୨୦୨୪ ପରେ ନିଷ୍କ୍ରିୟ ବା ବ୍ଲାକ୍ଲିଷ୍ଟ କରିଦିଆଯିବ ।
ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।
ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।
କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।