• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Lalit jha
ଲଳିତ ଝା କିଏ, କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ଅଛି କି !

ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।

Actor Shreyas Talpade suffers heart attack
ସୁଟିଂ ସରିବା ପରେ ଅଭିନେତା ଶ୍ରେୟସ୍ ତଲ୍‌ପଡେଙ୍କୁ ଆସିଲା ହାର୍ଟ ଆଟାକ୍‌

ଗତକାଲି ସନ୍ଧ୍ୟାରେ ସୁଟିଂ ସରିବା ପରେ ୪୭ ବର୍ଷୀୟ ଶ୍ରେୟସ୍‌ଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଏହାପରେ ଅଚାନକ୍ ତଳେ ପଡ଼ି ଶ୍ରେୟସ୍‌ ବେହୋସ୍ ହୋଇଯାଇଥିଲେ ।

Rajasthan CM
ଭଜନଲାଲ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଦୀୟା ଓ ପ୍ରେମଚାନ୍ଦ ଉପମୁଖ୍ୟମନ୍ତ୍ରୀ

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ ।

Lalit Jha Surrender
ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

Boy Gifted Phone to Maid
ବୟସ ଛୋଟ କାମ ବଡ଼; ପ୍ରାଇଜ୍‌ ଟଙ୍କାରେ ମେଡ୍‌ଙ୍କୁ ଦେଲେ ଫୋନ୍‌

ସ୍କୁଲ୍‌ରେ ପାଠ ପଢ଼ୁଥିବା ଏକ ବାଳକ ନିଜ ଘରର ମେଡ୍‌ଙ୍କୁ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଜିତିଥିବା ଟଙ୍କାରେ ମୋବାଇଲ୍‌ ଗିଫ୍ଟ କରିଛନ୍ତି ।

Attack On Parliament
ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ପାର୍ଲାମେଣ୍ଟ, ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ସସପେଣ୍ଡ

ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।

14 MPs Suspended
ସଂସଦରେ ହଙ୍ଗାମା: ଲୋକସଭାରୁ ୧୪ ନୁହେଁ ୧୩ ସାଂସଦ ସସ୍‌ପେଣ୍ଡ

ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।

Smriti Irani on Menstruation
'ଏହା ସ୍ୱାଭାବିକ ପ୍ରକ୍ରିୟା, ଏନେଇ ଛୁଟିର ଆବଶ୍ୟକତା ନାହିଁ'

ମାସିକ ଋତୁସ୍ରାବ ପାଇଁ ଛୁଟିର ଆବଶ୍ୟକତା ନାହିଁ । ଏହା ପାଇଁ କୌଣସି ଦରମା ସହ ଛୁଟିର ଆବଶ୍ୟକତା ନାହିଁ । ଏହା ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏପରି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।

Crime Against Women
ଯୌନ ଶୋଷଣର ନୂଆ ତରିକା; ପ୍ରାଇଭେଟ୍‌ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ପାଇଁ କଣ୍ଟ୍ରାକ୍ଟ

ସଫ୍ଟୱେୟାର କମ୍ପାନୀ CEO ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସାଇନ୍‌ କରାଇଲେ କଣ୍ଟ୍ରାକ୍ଟ ।

Medical Miracle
ଲିଭିଯାଇଥିଲା ଜୀବନ ଦୀପ ! ସମସ୍ତଙ୍କ ପ୍ରଶ୍ନ, କେମିତି ଥିଲା ମୃତ୍ୟୁର ସେହି ୨୪ ମିନିଟ...

ଗତ କିଛି ସପ୍ତାହ ମଧ୍ୟରେ ଯାହା କିଛି ଘଟିଥିଲା ସେ ସବୁ ଭୁଲିଯାଇଥିଲେ । ଏକଥା ସେହି ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜେ ବଖାଣିଛନ୍ତି ।

Man Tears Windpipe
ଅଟକାଇଲେ ଛିଙ୍କ, ପରିଣାମ ହେଲା ଭୟଙ୍କର

ବ୍ୟକ୍ତି ଜଣକ ନିଜର କାର ଚଳାଇବା ସମୟରେ ପ୍ରଥମେ ଜର ଅନୁଭବ କରିଥିଲେ । ପରେ ପରେ ଛିଙ୍କ ଲାଗିଥିଲା । ତେବେ ସେ ଛିଙ୍କ ହେବାକୁ ନଦେଇ, ନାକକୁ ଚାପି ପାଟି ବନ୍ଦ କରିଦେଲେ । ଛିଙ୍କର ପ୍ରବଳ ପ୍ରେସରକୁ ସମ୍ଭାଳି ପାରିନଥିଲା ତାଙ୍କର ଶ୍ୱାସନଳୀ ।

Man Taking Buffalo For A Ride
ଆକାଶ ଛୁଆଁ ପେଟ୍ରୋଲ, ମଇଁଷିରେ ବସି ଯିବା ଆସିବା କରୁଛନ୍ତି ଯୁବକ

ବିଶ୍ୱ ବଜାରରେ ତୈଳ ଦର କମିବା ସତ୍ତ୍ବେ କମୁନି ପେଟ୍ରୋଲ । ବିଗତ କିଛି ଦିନ ହେବ ପେଟ୍ରୋଲ ଦର ସ୍ଥିର ଥିବା ସତ୍ତ୍ବେ ୧୦୦ ଉପରେ ରହିଛି । ଏହାକୁ ନେଇ ଇଷ୍ଟାଗ୍ରାମରେ ଭାଇରାଲ ହେଉଛି ଭିଡ଼ିଓ ।

Parliament
ସଂସଦରେ ପ୍ରବଳ ହୋହଲ୍ଲା...ଟିଏମସି ସାଂସଦ ଡେରିକ୍ ଓବ୍ରେନ୍ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ

ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଟିଏମସି ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି ।

1.04 carat diamond studded bat
କୋହଲିଙ୍କ ପାଇଁ ହୀରା ଖଚିତ ବ୍ୟାଟ, ମୂଲ୍ୟ ୧୦ ଲକ୍ଷ ଟଙ୍କା

୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ।

IOCL JOB
IOCL ପକ୍ଷରୁ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ..

ଡିସେମ୍ବର ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ ।

 Black magic suspicion
ଅନ୍ଧ ବିଶ୍ୱାସର କରୁଣ ପରିଣତି; ବୃଦ୍ଧ, ପତ୍ନୀ, ନାତୁଣୀଙ୍କୁ ହତ୍ୟା କଲେ ପରିବାର ଲୋକେ

ମନ୍ତ୍ର ଭଗବାନଙ୍କ ପ୍ରତି ଆରାଧନା ହୋଇଥିବା ବେଳେ, ତନ୍ତ୍ର ସାଧାରଣତଃ ତାମସିକ ହୋଇଥାଏ । ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ଅନ୍ଧ ବିଶ୍ବାସରୁ ବାହାରି ପାରୁନି ଆଧୁନିକ ମଣିଷ । ଆଜି ବି ତନ୍ତ୍ରର ପ୍ରଭାବ ସମାଜ ଉପରେ ଦେଖିବାକୁ ମିଳେ । ଆଉ ଏହାର ସଦ୍ୟତମ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।

Parliament
ସଂସଦରେ ସ୍ମୋକ୍‌ ଆଟାକ୍ ! ୭ କର୍ମଚାରୀ ନିଲମ୍ବିତ...

ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି ।

Bomb Blast In Hostel
କାହିଁକି ହଷ୍ଟେଲରେ ବୋମା ତିଆରି କରୁଥିଲେ ଛାତ୍ର ?

ବୋମା ତିଆରି କରୁଥିବା ଛାତ୍ର ଜଣକ ହେଉଛନ୍ତି ଆଲ୍‌ହାବାଦ ବିଶ୍ୱବିଦ୍ୟାୟରେ ଏମ୍‌ଏ ପାଠ ପଢ଼ୁଥିବା ପ୍ରଭାତ ଯାଦବ । ସେ ପିସି ବାନାର୍ଜୀ ହଷ୍ଟେଲ୍‌ରେ ରହୁଥିଲେ । ସେଇଠାରେ ହିଁ ଏହି ବୋମା ବିସ୍ଫୋରଣ ହୋଇଛି । 

Skeletons dating back 4000 years depicted a mother and her child found in china
ମା’ ଏବଂ ସନ୍ତାନର ସଂପର୍କ ଏମିତି ଯେ ମୃତ୍ୟୁ ବି କରିପାରିଲା ନାହିଁ ଅଲଗା

ପିଲାର ମୃତ୍ୟୁର କିଛି ଦିନ ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁଦେବତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି ଯାହା ଏହାର ପ୍ରମାଣ ଦେଉଛି।

Parliament Security Breach
ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ଘଟଣା : ତଦନ୍ତ ପାଇଁ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ

ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି...ଜଣେ ମହିଳା ସହ ୫ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...

Tips How to Conserve National Energy
National Energy Conservation Day 2023: ଜାତୀୟ ଶକ୍ତି କ’ଣ… ଏହାକୁ କିପରି କରିବେ ସଂରକ୍ଷଣ

ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ୧୪ ଡିସେମ୍ବରରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଏହାକୁ କିପରି ସଂରକ୍ଷଣ କରିବେ ଆସନ୍ତୁ ଜାଣିବା।

Virat Kohli
ଫିଟନେସ୍‌ ପାଇଁ ଆମିଷ ଛାଡ଼ିଥିଲେ ବିରାଟ, ଏବେ ପୁଣି ଖାଇଲେ କି ନନ୍‌ ଭେଜ୍‌ ?

ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍‌ ଚିକେନ୍‌ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍‌ ଚିକେନ୍‌ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍‌ ନଥାଏ।

Revanth Reddy
ସାଧାରଣ ଚାଷୀ ଘରର ଯୁବକ କେମିତି ହେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ରେବନ୍ଥ କୌଣସି ବଡ଼ ରାଜନୖତିକ କିକବ୍ୟାକ୍ ଥିବା ବ୍ୟକ୍ତିତ୍ୱ ନୁହଁନ୍ତି। ବରଂ ସେ ଜଣେ ସାଧାରଣ ଚାଷୀ ଘରର ପିଲା। ଯାହାଙ୍କ ଯାତ୍ରା ଜଣେ ସାଧାରଣ ପେଣ୍ଟରରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଚଉକି ପର୍ଯ୍ୟନ୍ତ ଗଲାଣି।

Attack On Parliament
ସଂସଦରେ ସ୍ମୋକ୍ ଆଟାକ୍ ଘଟଣା: ୪ ଜଣ ନୁହେଁ, ୬ ଜଣଙ୍କର ରହିଛି ସଂପୃକ୍ତି

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ ।

what is smoke cans ?
୨୦୦୧ରେ ଟେରରିଷ୍ଟ ଆଟାକ୍, ୨୦୨୩ରେ ସ୍ମୋକ୍ ଆଟାକ୍; କେତେ ସୁରକ୍ଷିତ 'ପାର୍ଲାମେଣ୍ଟ' ?

ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।