ଜିମକୁ ଆସୁଥିବା ଲୋକଙ୍କ ନିକଟରୁ ଚୋରି । ଆଉ ସେହି ଚୋରି ପଇସାରେ ବଞ୍ଚୁଥିଲେ ଲକଜୁରିୟସ ଲାଇଫ୍ । ପ୍ରେମୀ ଯୁଗଳ, ଜିମ ଲକରରୁ ଚୋରି କରି ଲକଜୁରୀ ଲାଇଫ ବଞ୍ଚୁଥିଲେ ।
ଓଃ କି ଷ୍ଟାଇଲ୍ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...