/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705757642.jpg)
Indian Railway Recruitment For Scout and Guide
ଆପଣ ଯଦି ଭାରତୀୟ ରେଳବାରରେ ଚାକିରି କରିବାକୁ ଆଗ୍ରହୀ ତେବେ ଏହି ଖବର ଆପଣଙ୍କ ପାଇଁ। ରେଳବାଇରେ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଧୀନରେ ଲେବଲ୍ ୧ ଏବଂ ଲେବଲ୍ ୨ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଯାଇଛି।
Advertisment
ଏହି ନିଯୁକ୍ତି ଦକ୍ଷିଣ ରେଳବାଇ ଦ୍ୱାରା କରାଯାଉଛି। ଅନ୍ଲାଇନ୍ ମୋଡ୍ରେ ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି। ସାଉଥ୍ ରେଳବାଇ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଧୀନରେ ମୋଟ ୧୭ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ rrcmas.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Railway Recruitment For Scout and Guide Notification ଉପରେ କ୍ଲିକ୍ କରି ଦେଖିପାରିବେ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୦ ଜାନୁଆରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୦ ଫେବୃଆରୀ ୨୦୨୪
ଖାଲି ପଦବୀ:
- ଦକ୍ଷିଣ ରେଳ – ୧୪ଟି ପୋଷ୍ଟ୍
- ICF – ୩ ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀମାନଙ୍କ ପାଖରେ ସ୍କାଉଟ୍ ଏବଂ ଗାଇଡ୍ କୋଟା ରହିବା ଜରୁରୀ
- ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
- ବୟସ ଗଣନା ୦୧ ଜାନୁୟାରୀ ୨୦୨୪ରେ ଅନୁସାରେ ହେବ
ଆବେଦନ ଶୁଳ୍କ:
- ସମସ୍ତ ପ୍ରାର୍ଥୀ – ୫୦୦ ଟଙ୍କା
- SC / ST ଏବଂ ଅନ୍ୟ ପ୍ରାର୍ଥୀ – ୨୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା(ଅବଜେକ୍ଟିଭ୍ ପ୍ରଶ୍ନ)
- କମ୍ପ୍ୟୁଟର ଆଧାରିତ ପରୀକ୍ଷା
- ସାଧାରଣ ଜ୍ଞାନ ଟେଷ୍ଟ୍(ଅବଜେକ୍ଟିଭ୍ ପ୍ରଶ୍ନ)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)