ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର ।
ଏସ୍ବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) କିଛି ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜରେ ବଡ଼ ପରିବର୍ତ୍ତନ କରିଛି ।
ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ରେଳ କୋଚ୍ କାରଖାନା(RCF) କାପୁରଥାଲାର ବିଭିନ୍ନ ଟ୍ରେଡ୍ରେ ପଦବୀ ପୂରଣ ହେବ। ଏନେଇ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଦେବେ ୩ କୋଟି ଟଙ୍କା । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।
ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ଏନ୍ଗେଜ୍ମେଣ୍ଟ୍ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୯୩୦ ଟଙ୍କା ହୋଇଛି।
ଯେତେବେଳେ ବି ଜଣେ ଅଭିନେତାଙ୍କ କ୍ୟାରିୟର ବିଷୟରେ ଆଲୋଚନା ହୁଏ, ଲୋକମାନେ ସର୍ବଦା ଭାବନ୍ତି ଯେ ସେ ତାଙ୍କ ବାପାମାଆଙ୍କ କାରଣରୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, କିନ୍ତୁ ଶାହୀଦ ଏହିସବୁକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତା ଏହାକୁ ନେଇ କ’ଣ କୁହନ୍ତି।
ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା।
ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।
ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।
ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଭୋଟର ID କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପାଖରେ ଏହି ଡକ୍ୟୁମେଣ୍ଟ୍ ନାହିଁ। କେତେକଙ୍କର ଏହା ହୋଇଥିଲେ ମଧ୍ୟ ହଜିଯାଇଥିବ। ଆପଣଙ୍କ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖା ଆପଣଙ୍କ ପାଇଁ।
ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି ସିନା କିନ୍ତୁ ଏହାକୁ ଭଲ ପାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଟି ଏବେ ବି ଭାରତରେ ଅଛନ୍ତି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୭ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ରେଖା ପାତ୍ରଙ୍କ ସହ କଥା ହେଲେ ମୋଦି । ପଶ୍ଚିମବଙ୍ଗ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ ରେଖା । ସନ୍ଦେଶଖାଲି ଘଟଣାର ପୀଡିତ ରେଖା ପାତ୍ର ।
UPSC ରେ ପଦବୀ ନିହାତି ଏକ ସମ୍ମାନଜନକ ହୋଇଥାଏ। ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଆପଣ ଯଦି ଏମିତି ଏକ ଲକ୍ଷରେ ଅଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ । ବ୍ରିଜ୍ ଭୁଶୁଡ଼ିବା ସହ ନଦୀ ଗର୍ଭକୁ ଖସିପଡ଼ିଲେ ଲୋକେ । ବ୍ରିଜରେ ଥିବା ଗାଡ଼ି ସହ ଖସିପଡ଼ିଲେ ପ୍ରାୟ ୨୦ଜଣ ।
ରିଲ୍ସ କରିବା ପାଇଁ ଆଜିକାଲିର ଯୁବପିଢି କିଛି ବି କରୁଛନ୍ତି । ସେମିତି ଏକ ଭିଡ଼ିଓ ଆଜି ଭାଇରାଲ ହେଉଛି । ୩ ଜଣ ହୋଲି ଖେଳି ଚଳନ୍ତା ସ୍କୁଟିରେ କରୁଛନ୍ତି ‘ଅଶ୍ଳୀଳ’ ଷ୍ଟଣ୍ଟ । ଦେଖନ୍ତୁ ଭିଡ଼ିଓ...
‘ବଡେ ମିୟାଁ ଛୋଟେ ମିୟାଁ’ର ଟ୍ରେଲର ରିଲିଜ୍ ହୋଇଛି, ଯଦି ଏହି ତିନି ମିନିଟ୍ ୩୧ ସେକେଣ୍ଡ୍ ଟ୍ରେଲରରେ କିଛି ଦେହିବାକୁ ମିଳେ ତାହା ହେଉଛି କେବଳ ଆକ୍ସସ୍ ହିଁ ଆକ୍ସନ୍। କିନ୍ତୁ ଯଦି ଆପଣ ସିନେମାର ଜଣେ ପ୍ରଶଂସକ ଏବଂ ଲାଗାତର ସର୍ବଶେଷ ଫିଲ୍ମ ଉପରେ ନଜର ରଖନ୍ତି, ତେବେ ଏହି ୨୧୧ ସେକେଣ୍ଡର ଭିଡିଓରେ ଆପଣ ଅନେକ ଫିଲ୍ମର ଝଲକ ପାଇବେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି । ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ।
ବାଲୋଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ହମଲା । ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ ହମଲା ।
'ଆଶ୍ରମ' ସିରିଜ୍ରେ ଭୋପା ସ୍ୱାମୀଙ୍କ ଚରିତ୍ର ଜଣେ ଅତି ନିଷ୍ଠୁର ଏବଂ ଗୁଣ୍ଡା ବ୍ୟକ୍ତିର, ଯିଏ ବାବା ନିରାଲାଙ୍କୁ ତାଙ୍କ ଅନ୍ଧକାର କାମରେ ସମର୍ଥନ କରେ। ଚନ୍ଦନ ଏହି ଜବରଦସ୍ତ ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇ ପାରିଛନ୍ତି। ବର୍ତ୍ତମାନ ସେ ଆଗାମୀ 'ଆଶ୍ରମ ୪'ରେ ମଧ୍ୟ ତାଙ୍କର ଏହି ଭୂମିକାକୁ ପୁନରାବୃତ୍ତି କରିବେ।