ଆସନ୍ତା ସାଧାରଣ ନିର୍ବାଚନ ଲାଗି ଦିଲ୍ଲୀ ବିଜେପିର ରଣନୀତି । ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପ୍ରାର୍ଥୀଙ୍କ ସହ ଆଲୋଚନା ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।