• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Patanjali
ବଢ଼ିଲା ବାବା ରାମଦେବଙ୍କ ଅଡ଼ୁଆ, ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳିକୁ ଅବମାନନା ନୋଟିସ୍‌

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି।

CAA
ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA !

ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି ।

 Instagram “Friend Map” feature
ଏଣିକି ଆଉ କହିପାରିବେନି ମିଛ...ଆପଣ ଯେଉଁଠି ଥିଲେ ବି କହିଦେବ ଇନ୍‌ଷ୍ଟାଗ୍ରାମ୍‌ ! 

ନିଜର ୟୁଜର୍ସଙ୍କୁ ଯୋଡ଼ି ରଖିବା ପାଇଁ ମେଟା ଏହାର ସୋସିଆଲ ମିଡ଼ିଆ ଆପ୍ସରେ ଅନେକ ନୂଆ ଫିଚର୍‌ ଆଡ୍‌ କରୁଛି । ତେବେ ଏଣିକି ଆଉ କହିପାରିବେନି ମିଛ...ଆପଣ କେଉଁଠି ଅଛନ୍ତି କହିଦେବ ଇନ୍‌ଷ୍ଟାଗ୍ରାମ୍‌...

SSC Selection Post Phase 12 Recruitment Apply For 5369 Posts Notification
SSC Recruitment 2024: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

SSC ଅନେକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ XII / 2024 ପାଇଁ ପ୍ରାର୍ଥୀ ଚୟନ ହେବେ। ଏହି ନିଯୁକ୍ତି ମାଧ୍ୟମରେ ୫୩୬୯ ପଦବୀ ପୂରଣ ହେବ।

 Anant Radhika Wedding
Anant-Radhika pre Wedding: ଅନନ୍ତଙ୍କ ପ୍ରି ୱେଡ଼ିଂରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କ’ଣ ରହିଛି ଖାସ୍...

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ପ୍ରି ୱେଡ଼ିଂ ଉତ୍ସବ ଆୟୋଜନ କରାଯାଉଛି । ଯେଉଁଥିରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କଣ ରହିଛି ଖାସ୍...

Rajinikanth is going to return to bollywood after 24 years
ବଲିଉଡ୍ ସାବଧାନ! ଦୀର୍ଘ ୨୦ ବର୍ଷ ପରେ ଫେରୁଛନ୍ତି ସାଉଥ୍‌ର ମହାନାୟକ

ସାଉଥ୍ ତଥା ବଲିଉଡ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରଶଂସକ ସର୍ବଦା ଅଧିକ। ସାଉଥ୍‌ରୁ ଆରମ୍ଭ କରି ନର୍ଥ ଇଣ୍ଡିଆ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ରକୁ ନେଇ ପାଗଳ। ଦୀର୍ଘ ୨୪ ବର୍ଷର ବନବାସ ପରେ ସେ ପୁଣି ଥରେ ବଲିଉଡ୍‌ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

Tiger census every year
ଚିନ୍ତା ବଢ଼ାଇଲା କଳା ବାଘ; ଏଣିକି ଓଡ଼ିଶାରେ ପ୍ରତି ବର୍ଷ ହେବ ବାଘ ଗଣନା... 

ଚିନ୍ତା ବଢ଼ାଇଲା କଳା ବାଘ । ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ରଖାଯିବ ନଜର। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଦେଲେ ସୂଚନା । 

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଇଡିର ସମନ, ମାର୍ଚ୍ଚ ୪ରେ ହାଜର ହେବାକୁ ନିର୍ଦ୍ଦେଶ

ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇ ମାର୍ଚ୍ଚ ୮ରେ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି ଇଡି।

Mera Pehla Vote Desh Ki Liye
‘ଗଣତନ୍ତ୍ରର ସବୁଠୁ ବଡ଼ ପର୍ବରେ ସାମିଲ ହୁଅନ୍ତୁ, ଦେଶ ପାଇଁ ପ୍ରଥମ ଭୋଟ୍‌ ଦିଅନ୍ତୁ’

ଏହି ଥିମ୍‌ ସଙ୍ଗକୁ ଆଜି କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ପୋଷ୍ଟ କରିବା ସହ କହିଛନ୍ତି ଯେ, ଲୋକମାନେ ନିଜେ ଭୋଟ୍‌ ଦେବା ସହ ଯୁବକମାନଙ୍କୁ ଭୋଟ୍‌ ଦେବାକୁ ପ୍ରୋତ୍ସାହିତ କରିବା ଉଚିତ୍‌।

Video Calls Scam
Video Calls Scam: ଭିଡ଼ିଓ କଲ୍‌ ସ୍କାମ୍‌ କଣ ? କିପରି ରହିବେ ଦୂରେଇ...ଜାଣନ୍ତୁ ଟିପ୍ସ...

Video Calls Scam: ସୋସିଆଲ୍‌ ମିଡ଼ିଆରେ ଲୋକ ବିଭିନ୍ନ ପ୍ରକାରର ସ୍କାମ୍‌ର ଶିକାର ହେଉଥିବା ଖବର ଦେଖିଥିବେ । ଭିଡ଼ିଓ କଲ୍‌ ସ୍କାମ୍‌ କଣ ? କେମିତି ଶିକାର ହୁଅନ୍ତି ଲୋକ ?

Baba vanga 2024 predictions came true
Baba Vanga Predictions: ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୪ର ଦୁଇଟି କଥା ସତ ହେଲାଣି… ଆହୁରି ଅଛି ତିନି

ବାବା ଭେଙ୍ଗାଙ୍କ ନାଁ ବିଶ୍ୱର ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ସାରା ବିଶ୍ୱ ବିଶ୍ୱାସ କରେ। ବାବା ଭେଙ୍ଗା ପ୍ରତିବର୍ଷ ପରି, ୨୦୨୪ ପାଇଁ ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟଙ୍କର ଥିଲା।

 Man Dies After Heart Attack
ସାଙ୍ଗ ହୋଇ ଯାଇଥିଲେ ବୁଲି; ସ୍ୱାମୀଙ୍କୁ ହେଲା ହାର୍ଟ ଆଟାକ୍‌, ଆତ୍ମହତ୍ୟା କଲା ସ୍ତ୍ରୀ...

ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ ।

Gaganyaan
ମହାଶୂନ୍ୟରେ ପାଦ ଥୋଇବ ଭାରତ, ଜାଣନ୍ତୁ...ମହାକାଶ ଯାତ୍ରାରେ ଯିବେ କେଉଁମାନେ...

୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।

man swallows 39 coins
 ବଡ଼ି ବିଲ୍ଡିଂ ପାଇଁ ଯୁବକଙ୍କ ଅଜବ କାରନାମା; ଗିଳିଦେଲେ ୩୯ କଏନ୍‌, ୩୭ ଚୁମ୍ୱକ...

ଯୁବକଙ୍କ ଅଜବ କାରନାମା ଶୁଣିଲେ ହେବେ ତାଜୁବ । ବଡ଼ି ବିଲ୍ଡିଂ ପାଇଁ ଗିଳିଦେଲେ ୩୯ଟି କଏନ୍‌ ଓ ୩୭ଟି ଚୁମ୍ୱକ ।

paytm
କମ୍ପାନୀକୁ ବାଜିଲା RBI ଛାଟ, ଚାକିରି ଯିବା ଭୟରେ ଆତ୍ମହତ୍ୟା କରିଦେଲେ କର୍ମଚାରୀ

ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି ।

BJP
ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବୈଜୟନ୍ତ ପଣ୍ଡା

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ।

why is world ngo day celebrated
World NGO Day 2024: ଗରିବ ଏବଂ ଅସହାୟ ଲୋକଙ୍କ ସେବାରେ ଏନ୍‌ଜିଓ; ଜାଣନ୍ତୁ ଏମାନଙ୍କ କାମ

ଏନ୍‌ଜିଓ ମଧ୍ୟ ଏକ ଅଣ-ଲାଭକାରୀ ସଂସ୍ଥା। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏନ୍‌ଜିଓ ପ୍ରତି ଅସହାୟ ଲୋକଙ୍କ ସଚେତନତା ବୃଦ୍ଧି କରିବା ଏବଂ ଏନ୍‌ଜିଓର କାର୍ଯ୍ୟକୁ ଉତ୍ସାହିତ କରିବା।

Paytm
Paytmକୁ RBI ଚୋଟ, ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରତିଷ୍ଠାତା; ବୋର୍ଡରେ ଓଡ଼ିଆ ସାମିଲ୍

ଅନଲାଇନ୍ ପେମେଣ୍ଟ ସର୍ଭିସ୍ ସଂସ୍ଥା ପେଟିଏମକୁ RBI ଝଟକା ପ୍ରସଙ୍ଗ । ବହୁ ବାଦବିବାଦ ପରେ କଂପାନୀର ଅଧ୍ୟକ୍ଷ ପଦ ଛାଡ଼ିଲେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ।

Gaganyaan
କିଏ ଯିବେ ମହାକାଶ: ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ !

ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Rajya Sabha Election
ରାଜ୍ୟସଭା ନିର୍ବାଚନ: ୫୬ ଆସନରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ଭୋଟ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ । ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି ।

Eye mask benefits for health and skin care
Health Tips: ଆଇ ମାସ୍କ ପିନ୍ଧି ଶୋଇବା ଦ୍ୱାରା ବଢିଥାଏ ସ୍ମରଣ ଶକ୍ତି; ଜାଣନ୍ତୁ କ’ଣ ରହିଛି କାରଣ

ଆଖିରେ ମାସ୍କ ଲଗେଇ ଶୋଇବା ହୁଏତ ଆଜିକାଲି ଏକ ଟ୍ରେଣ୍ଡ୍ ହୋଇଛି। ଏଭଳି ପରିସ୍ଥିତିରେ କିଛି ଲୋକ ଭଲ ନିଦ ପାଇବା ପାଇଁ ଆଖିରେ ମାସ୍କ ଲଗାନ୍ତି। ଅନେକ ଲୋକ ଫ୍ୟାଶନ ଟ୍ରେଣ୍ଡ୍‌କୁ ଅନୁସରଣ କରିବା ପାଇଁ ଆଖିରେ ମାସ୍କ ଦେଇ ଶୋଇବାକୁ ଭଲ ପାଆନ୍ତି। କିନ୍ତୁ ଅଧିକାଂଶ ଲୋକ ଆଖିରେ ମାସ୍କ ପିନ୍ଧିବାର ଲାଭ ବିଷୟରେ ଜାଣି ନାହାଁନ୍ତି।

Bengaluru Metro Station Viral Video
ଅସନା କପଡ଼ା ପିନ୍ଧିଥିଲେ ବୋଲି ଚାଷୀଙ୍କୁ ମେଟ୍ରୋରେ ମିଳିଲାନି ଏଣ୍ଟ୍ରି ! ଦେଖନ୍ତୁ ଭିଡିଓ...

ବେଙ୍ଗାଲୁରୁ ସହରର ଏହି ଘଟଣା । ଜଣେ ଚାଷୀ ମୁଣ୍ଡରେ କିଛି ଲୁଗାପଟା ଗଣ୍ଠିଲି ମୁଣ୍ଡାଇ ମେଟ୍ରୋ ଷ୍ଟେସନ୍‌ରେ ପହଞ୍ଚିଥିଲେ । ସେ ପିନ୍ଧିଥିବା ପୋଷାକ ମଳି ହୋଇଯାଇଥିଲା ।

No bathroom kitchen
ଆଶ୍ଚର୍ଯ୍ୟ ! ନା ଅଛି ବାଥରୁମ୍‌, ନା ରୋଷେଇ ଘର; ତଥାପି, ଘରର ମାସିକ ଭଡ଼ା ଲକ୍ଷେ...

ବାଥ୍‌ରୁମ୍‌ ନାହିଁ କି ରୋଷେଇ ଘର ନାହିଁ କିନ୍ତୁ ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ । ସବୁଠୁ ଛୋଟ ଘର କିନ୍ତୁ ଭଡ଼ା ମାସିକ ୧ ଲକ୍ଷ ଟଙ୍କା...

5 Working Day In Bank
ଏଣିକି ସପ୍ତାହକୁ ୫ ଦିନ ଚାଲିବ ବ୍ୟାଙ୍କ...! ଜାଣନ୍ତୁ କ’ଣ କହୁଛି କର୍ମଚାରୀ ସଂଘ

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।

School
ଏଣିକି କଡ଼ାକଡ଼ି ହେବ, ୬ ବର୍ଷ ନହେଲେ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ମନା !

୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି ।