• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nutrients

Some amazing foods to gain weight in just 7 days
Health Tips: ଆପଣଙ୍କ ଶରୀର ଦୁର୍ବଳ ହୋଇଯାଉଛି, ଯାହା ଖାଇଲେ ଦେହରେ ଲାଗୁନି… ମାନନ୍ତୁ ଏହି ଟିପ୍ସ… ହେଇଯିବେ ସୁସ୍ଥ-ଶବଳ

ଯଦି ଆପଣ ଯଦି ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ ଉନ୍ନତି।

Give the child these foods every day there will be no eye problems
Nutrients: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହିସବୁ ଖାଦ୍ୟ; ହେବ ନାହିଁ ଆଖି ସମସ୍ୟା

ଅନ୍ୟ ସମସ୍ତ ଅଙ୍ଗ ସୁସ୍ଥ ଥିବା ସତ୍ତ୍ୱେ ଯଦି ଆଖି ଅକାମୀ ହୋଇପଡ଼େ, ତେବେ ଆପଣଙ୍କର ଦୁନିଆକୁ ଜାଣିବା ମୁସ୍କିଲ ହୋଇପଡ଼ିବ। ତେବେ ଆସନ୍ତୁ ଆଜି କିଛି ଏପରି ଖାଦ୍ୟ ବିଷୟରେ ଜାଣିବା ଯାହା ଆମ ଆଖିର ସ୍ୱାସ୍ଥ୍ୟକୁ ଠିକ୍ ରଖିବ।

What food to give children for healthy teeth
Nutrients: ସୁସ୍ଥ ଦାନ୍ତ ପାଇଁ ପିଲାମାନଙ୍କୁ କେଉଁ ଖାଦ୍ୟ ଦେବେ, କେଉଁ ଖାଦ୍ୟ ନ ଦେବେ

ଛୋଟଛୁଆମାନଙ୍କୁ ଚକୋଲେଟ୍ ଖାଇବାକୁ ଖୁବ ଭଲଲାଗେ। କ୍ରିମ୍ ବିସ୍କୁଟ୍, ଜୁସ୍, ଜାମ୍, ଆଇସକ୍ରିମ୍ ଆଦି ନାଁ ଶୁଣିଲେ ପିଲାମାନେ ଜିଦ୍ କରନ୍ତି ଖାଇବାକୁ ଏବଂ ଆମେ ମଧ୍ୟ ସାଙ୍ଗେ ସାଙ୍ଗେ ଆଣିଦେଉ। ହେଲେ କେବେ ଭାବିଛନ୍ତି କି ଏସବୁ ସେମାନଙ୍କ ଦାନ୍ତ ପାଇଁ କେତେ ହାନିକାରକ? କେବେ ସେମାନଙ୍କ ଦାନ୍ତର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିଛନ୍ତି କି?

How to improve the overall development of the child
Nutrients: ପିଲାଙ୍କୁ ସ୍କୁଲ ଛାଡ଼ିବାର ବୟସ କେତେ ହେବା ଦରକାର

ପିଲାର ସ୍କୁଲକୁ ଯିବାର ସଠିକ୍ ବୟସ କେତେ ହେବା ଜରୁରୀ ଆପଣ ଜାଣନ୍ତି କି? ସ୍କୁଲକୁ ଛାଡ଼ିବା ଆଗରୁ କେହି ବୁଦ୍ଧିଜୀବୀଙ୍କ ସହ କେବେ ବିଚାର ବିମର୍ଶ କରିଛନ୍ତି କି? ବୋଧହୁଏ ନା। କିଛି ଲୋକ ହଁ କରି ବି ପାରନ୍ତି। ଆଜି ଏଇ ବିଷୟରେ ଟିକେ ଆଲୋଚନା କରିବା।

What's the science behind different countries' food preferences
Nutrients: କ’ଣ ରହିଛି ଭିନ୍ନ ଭିନ୍ନ ଦେଶର ଖାଦ୍ୟ ପସନ୍ଦ ପଛର ବିଜ୍ଞାନ

ଭିନ୍ନ ଭିନ୍ନ ଦେଶର ଖାଇବାର ପ୍ରିଫରେନ୍ସ ବା ଚାହିଦା ଅନୁଯାୟୀ ଅଲଗା ଅଲଗା ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ ହୁଏ, ଖାଦ୍ୟର ଉପାଦାନ ମଧ୍ୟ ଅଲଗା ହୋଇଥାଏ। ଆମେ ଭାତ ଓ ରୁଟି ସହ କିଛି ତରକାରୀ ଖାଇବା ବେଳେ ଇଟାଲୀରେ କେକ୍ ଓ ପାଉଁରୁଟି ତଥା ମଇଦାରୁ ତିଆରୁ ବିଭିନ୍ନ ବେକରୀ ଆଇଟମ୍‌ରେ କିପରି ପେଟ ପୂରିଯାଏ?

How dangerous is refined oil
Nutrients: କେତେ କ୍ଷତିକାରକ ରିଫାଇନ୍ ତେଲ; କେଉଁ ତେଲ ଖାଇବା ଜରୁରୀ

ଆଜିକାଲି ବଜାରରେ ମିଳୁଥିବା ଖାଇବା ତେଲରେ କିଛି ଏମିତି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।

What should be the diet of pregnant women with diabetes
Nutrients: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ

ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ।

Ready-to-eat foods and health drinks restrict child growth
Nutrients: ପିଲାଙ୍କ ବୃଦ୍ଧିରେ ବାଧକ ରେଡି-ଟୁ-ଇଟ୍ ଖାଦ୍ୟ ଓ ହେଲ୍‌ଥ ଡ୍ରିଙ୍କ୍

ଛୁଆକୁ ଉତ୍ତମ ଭାବେ ଘରେ ପ୍ରସ୍ତୁତ ସୁଷମ ଖାଦ୍ୟ ଦେବା ଯଦିଓ ଏକ ଚ୍ୟାଲେଞ୍ଜ୍, କିନ୍ତୁ ଅସମ୍ଭବ ନୁହେଁ। ଆଜିକାଲି ବାପା-ମାଆ ପ୍ରାୟତଃ ଚାକିରି କରୁଛନ୍ତି ଓ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ସେମାନେ ରେଡି ଟୁ ଇଟ୍ ଖାଇବା ଛୁଆଙ୍କୁ ଦିଅନ୍ତି। ଆସନ୍ତୁ ଜାଣିବା ଏହା କେତେ କ୍ଷତିକାରକ…

What to eat and what not to eat to avoid cancer risk
Nutrients: କ୍ୟାନ୍‌ସର୍‌ ବିପଦକୁ ଏଡାଇବା ପାଇଁ କ’ଣ ଖାଇବେ, କ’ଣ ଖାଇବେନି

କ୍ୟାନ୍‌ସର୍‌ ନା ଶୁଣିଲେ ଯେ କେହି ବି ଭୟ କରିବା ଥୟ। ଏହି ରୋଗ ଆକ୍ରମଣରୁ ବଞ୍ଚିବାର ବାଟଟି ଏ ଯାଏଁ ବାହାରି ନାହିଁ। ତେବେ ଏମିତି କିଛି ଉପାୟ ଅଛି ଯାହାକୁ ମାନିବା ଦ୍ୱାରା ଆମେ କେବେ ବି କ୍ୟାନ୍‌ସର୍‌ର ଶିକାର ହେବା ନାହିଁ, ଆସନ୍ତୁ ଜାଣିବା…

What foods control mental health
Nutrients: ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରେ କେଉଁ ଖାଦ୍ୟ ?

ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…

What are prebiotics and probiotics?
ପ୍ରିବାୟୋଟିକ୍ ଏବଂ ପ୍ରୋବାୟୋଟିକ୍ କ'ଣ

ଆମ ଶରୀରରେ ଥିବା ମାଇକ୍ରୋବାୟୋମ୍ ଆମ ପାଚନ ନଳୀରେ ରହି ଶରୀରକୁ ଅନ୍ୟ ହାନିକାରକ ଜୀବାଣୁ ଏବଂ ଫଙ୍ଗସ୍ ସ°କ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଏମିତି ଅନେକ ଖାଦ୍ୟ ଅଛି ଯାହା ଏହି ମାଇକ୍ରୋବାୟୋମ୍କୁ ନଷ୍ଟ କରିଥାଏ। ସେସବୁ କ’ଣ ଆସନ୍ତୁ ଜାଣିବା।