• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର,ତିôଥ- ୧୩ଶୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ- ନାସ୍ତି । 

ଶୁଭ ସମୟ:

ପ୍ରାତଃ-୦୫.୫୨ ରୁ ୦୬.୪୦

ପ୍ରାତଃ-୦୭.୨୮ ରୁ ୦୮.୫୩

ଦିବା-୧୨.୧୭ ରୁ ୦୨.୪୨

ଦିବା- ୦୪.୧୮ ରୁ ୦୫.୫୪

ରାତ୍ରି- ୦୭.୩୦ ରୁ ୦୮.୫୩

ରାତ୍ରି- ୦୧.୫୨ ରୁ ୦୪.୧୬

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ:

ରାହୁକାଳ - ଦିବା ୧୦.୨୩ ରୁ ୧୧.୫୩

କାଳବେଳା- ଦିବା ୧୦.୨୩ ରୁ ୧୧.୫୩

ବାରବେଳା- ଦିବା ୦୮.୫୩ ରୁ ୧୦.୨୩

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୩