ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା ।
ମାତ୍ର ୭ ମିନିଟ୍ ପାଇଁ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ ରହିଛି ।
କମ୍ପାନୀ ପାଇଁ କଠିନ ପରିଶ୍ରମ କରି ଆଜି ଏତେ ବଡ଼ ଉପହାର ପାଇଛନ୍ତି ଅନିସ୍ । ତେବେ ତାଙ୍କର କଠୋର ପରିଶ୍ରମ ଓ ସାଧୁତା ଆଗରେ ଦାମିକିଆ ଗାଡ଼ିର ମଧ୍ୟ କୌଣସି ମୂଲ୍ୟ ନାହିଁ ।
୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ ।
ସାଧାରଣତଃ ସପ୍ତାହରେ ୬ ଦିନ ୱର୍କିଂ ଡେ’ ଓ ଗୋଟିଏ ଦିନ ଛୁଟିଦିନ ରହିଥାଏ । ହେଲେ ଏଣିକି ସପ୍ତାହରେ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବେ ଅଫିସ୍ କର୍ମଚାରୀ ।
ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନଙ୍କୁ ହାତ ବାରିସି କରି ଭାରତ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ଚେଷ୍ଟା କରୁଛି ଚୀନ୍ । ଖାସ୍ କରି ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ୟମିନ୍ ମୁକ୍ତ ହେବା ପରେ ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ଜୋରଦାର କରିଛନ୍ତି।
ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ ।
ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ। ଏଥି ପାଇଁ ଫେବ୍ରୁଆରୀ ୨୮ ସୁଦ୍ଧା ପାନକୁ ଅପ୍ଡେଟ କରିବାକୁ ହେବ। ଏବେ ଜାଣନ୍ତୁ ପୂରା ପ୍ରୋସେସ୍...
କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।
ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ।
ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି ।
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...
ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୮ ତାରିଖ,ଶୁକ୍ରବାର,କୁମ୍ଭ ୬ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ, ଦ୍ୱିତୀୟା ତିଥି, ପୂର୍ବାଫାଲଗୁନ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।
ଆଜି ମଧ୍ୟ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । କର୍ଣ୍ଣାଟକର ଉଡୁପି ଯେଉଁଠାରେ ପ୍ରଥମେ ଏହି ବିବାଦ ଦେଖାଦେଇଥିଲା
ଶ୍ରେୟସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରୁଥିବା ବେଳେ ଦିଲ୍ଲୀ ଟିମ୍କୁ ୨୦୨୦ ରେ ଫାଇନାଲ ପର୍ଯ୍ୟନ୍ତ ନେଇଥିବାର୍ ଦେଖ୍ଇବାକୁ ମିଳିଥିଲା । କିନ୍ତୁ ଏହି ମେଗା ଅକ୍ସନରେ ଦିଲ୍ଲୀ ପକ୍ଷରୁ ଶ୍ରେୟସଙ୍କୁ ନିଜ ଟିମ୍ରେ ସାମିଲ କରିବା ନେଇ ଆଗ୍ରହ ଦେଖିବାକୁ ମିଳିନଥିଲା ।
ଘର ଖଣ୍ଡିଏ ଲାଗି ବିଲ୍ଡରକୁ ଟେକି ଦେଇଛନ୍ତି କି ଜୀବନ ଯାକର ଜମା ପୁଞ୍ଜି ? ଆଉ ବିଲ୍ଡର ବ୍ୟାଙ୍କ ଋଣ ସୁଝି ନପାରିବାରୁ ବ୍ୟାଙ୍କ୍ କବଜାରେ ଫସି ରହିଛି କି ଆପଣଙ୍କ ସ୍ୱପ୍ନର ଘର? ତେବେ ଆପଣଙ୍କ ଲାଗି ଏକ ଖୁସି ଖବର । ରିଅଲ ଇଷ୍ଟେଟ୍ କମ୍ପାନି ଓ ବ୍ୟାଙ୍କର ଆଇନଗତ ବିବାଦ, ଆଉ ଆପଣଙ୍କୁ ଟେନସନ୍ ଦେବନି
ଦିଲ୍ଲୀରେ ଆଜି ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମଳିଛି। HDFC Securities ଅନୁସାରେ, ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୩ ଟଙ୍କା ବୃଦ୍ଧି ପାଇ ୪୯,୭୩୮ରେ ପହଞ୍ଚିଛି।
ଓଲ୍ଡ ସୀମାପୁରୀର ଘର ନମ୍ବର D-49ରୁ ଠାବ ହୋଇଛି ସନ୍ଦିଗ୍ଧ ବ୍ୟାଗ୍ । ବ୍ୟାଗରେ କଣ ଅଛି , ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ
ଉତ୍ତରକୋରିଆର ସେମଜିୟନ ସହରରେ କିମ୍ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କ ୮୦ତମ ଜନ୍ମ ବାର୍ଷିକୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ଏକ ପ୍ରକାର ସ୍ୱତନ୍ତ୍ର ଫୁଲ ଲାଗିଥାଏ । ହେଲେ ମାଳିମାନେ ଅନବରତ କାମ କରିବା ଦ୍ୱାରା ମଧ୍ୟ ସେହି ଦିନ ଫୁଲ ଫୁଟିପାରିନଥିଲା ।
ରୋହିତ ଶର୍ମା ଟିମ୍ ଇଣ୍ତିଆର କ୍ୟାପ୍ଟେନସିପ୍ ଭାର ନେବା ପରେ ଦଳରେ ଜିତିବାର ଜୋସ୍ ଦେଖିବାକୁ ମିଳିଛି । ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରୋହିତ୍ ମ୍ୟାଚ୍ ମଧ୍ୟରେ ଟିମ୍ ମେମ୍ବରଙ୍କ ସହ ଠଟ୍ଟା ମଜା କରୁଥିବାର ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା ।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍ ବାହାରିବ ବୋଲି ଜଣାପଡ଼ିଛି।
Truesoulmates ହାସଟାଗ ତଥା ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ରୈନା ନିଜ ଦୁଃଖ ବଖାଣିଛନ୍ତି ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି।