ୟୁକ୍ରେନ ସଙ୍କଟ ଟଳି ନ ଥିବା ବେଳେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି। ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।
ସୀମାନ୍ତ ରାଜ୍ୟ ପଞ୍ଜାବରେ ଆଜି ନିର୍ବାଚନ। ସମସ୍ତ ୧୧୭ଟି ଆସନରେ ଭୋଟ୍ ନିଆଯାଉଛି । ସକାଳ ୮ଟାରୁ ବୁଥ୍ ଗୁଡ଼ିକରେ ଭୋଟ୍ ନିଆଯାଉଛି । ସେହିପରି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ତେଣୁ ବ୍ୟାଟେଲ୍ ୟୁପି ପାଇଁ ମଧ୍ୟ ଭୋଟିଂ ଚାଲଛି ।
ୟୁଜିସି(University Grants Commission) ଏହାର UGC NET ରେଜଲ୍ଟ ପ୍ରକାଶିତ କରିଛି। ଛାତ୍ରଛାତ୍ରୀମାନେ ugcnet.nta.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୦ ତାରିଖ, ରବିବାର, କୂମ୍ଭ ୮ ଦିନ, ମାଘମାସ, କୃଷ୍ଣପକ୍ଷ,ଚତୁର୍ଥୀ ତିଥି, ହସ୍ତା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ଏକ ଅସମ୍ଭବ କାମକୁ କରି ଦେଖେଇ ଦେଇଛି ଏକ ଛୋଟ ପିଲା। ସେ ଏକ ଟ୍ରାକ୍ଟରକୁ ସହଜରେ ଟେକିଦେଉଥିବା ଦେଖିବାକୁ ମିଳୁଛି।
ଭାରତୀୟ ସଂସ୍କୃତି ଅନେକ ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଠିଆ। ସବୁ ପରମ୍ପରା ପଛରେ କିଛି ନା କିଛି ବୈଜ୍ଞାନିକ ଦୃଷ୍ଟିକୋଣ ରହିଥାଏ। ସେମିତି ଏକ ପରମ୍ପରା ହେଲା ସିନ୍ଦୁର ବା ଟିକିଲି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।
ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।
କଂଗ୍ରେସ ଛାଡ଼ି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ୍ । ରୋମାଞ୍ଚକ ହେବ ପଞ୍ଜାବ ନିର୍ବାଚନ ।
ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ଗେଲ୍ ଇଣ୍ଡିଆ ଲିମିଟେଡ୍(GAIL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଆପଣ ଜାଣିଛନ୍ତି କି, ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍ ନରହିବା ପଛରେ ଏକ ବଡ଼ କାରଣ ରହିଛି । ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଷ୍ଟେଟ୍ କୋଡ ରହିଥିବା ବେଳେ ରାଷ୍ଟ୍ରପତିଙ୍କର ନଥାଏ ନମ୍ବର ପ୍ଲେଟ୍ ।
ରିଲିଜ୍ ହୋଇଛି ଅକ୍ଷୟଙ୍କ ନୂଆ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଟ୍ରେଲର୍। ନୂଆ ଲୁକ୍, ନୂଆ ଷ୍ଟାଇଲ୍ ସହ ପୁଣି ଏକ ଫିଲ୍ମରେ ନଜର ଆସିବେ ଅକ୍ଷୟ। ଏଥର ହିରୋ ନୁହେଁ ଭିଲେନ୍ ଭାବେ ତାଙ୍କୁ ଦେଖିବାକୁ ମିଳିବ।
ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।
ବୀର ହିନ୍ଦୁ ରାଜାଙ୍କ କଥା ପଡିଲେ ସେଥିରୁ ବାଦ ଯିବେନି ମହାରାଜ ଛତ୍ରପତି ଶିବାଜୀ। ତାଙ୍କ ବୀରତ୍ୱର କାହାଣୀ ଶୁଣିଲେ ଯେ କେହି ହିନ୍ଦୁର ରକ୍ତ ତେଜିୟାନ ହୋଇ ଉଠିବ। ମୋଗଲ ସାମ୍ରାଜ୍ୟକୁ ପତନ କରି ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ନେଇଥିଲେ ସଂକଳ୍ପ।
ସୋସିଆଲ ମିଡିଆରେ ତାଙ୍କର ଗ୍ଲାମର ଲୁକ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବୋଲ୍ଡ ଲୁକ୍ ଆଉ ଅନ୍ଦାଜ ପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥାଏ ।
ସିନେମାର ଝିଲ୍ମିଲ୍ ଦୁନିଆ ପଛରେ ବି ରହିଛି କଳାର ଦୁନିଆ। ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନଙ୍କ ନାମ ସେକ୍ସ୍ ରାକେଟ୍ରେ ଯୋଡି ହୋଇଯାଇଛି। ତେବେ ଆସନ୍ତୁ ସାଉଥ୍ ସିନେମାର ସେମିତି କିଛି ମୋହିନୀଙ୍କ ଉପରେ ନଜର ପକେଇ ନେବା।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡରେ ପରିବାରବାଦ୍କୁ ନେଇ ଟାର୍ଗେଟ୍ କରିଥିଲେ । ଏନେଇ ଏକ ବଡ଼ ବିତର୍କ ବି ଆରମ୍ଭ ହୋଇଥିଲା ।
ଜଣେ ବିଦେଶୀ ହୋଇ ମଧ୍ୟ ବିବାହ ସମୟରେ ତାଙ୍କୁ ଦେଶୀ ଦୁଲ୍ହନ ବେଶରେ ଦେଖିବାକୁ ମିଳିଥିଲା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫଟୋ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଲୋକମାନେ ହୃଦୟରୁ ଦୁଲ୍ହନଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍ ନେଲିଷ୍ଟ୍ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ ଏହି ପହଁରା ଯେ ,ତାଙ୍କ ଜୀବନର ଶେଷ ପହଁରା ହେବ ସେ ନିଜେ ବି ଜାଣିନଥିଲେ।
ବ୍ରିଟେନ ୱାଲେସ୍ର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି, ଘଟଣା ପରେ ସେ ବାହାରୁ ଖାଇବା ଆଉ ଅର୍ଡର ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବାହାରୁ ଅର୍ଡର କରିଥିବା ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି।
ସମସ୍ତେ ଜାଣନ୍ତି ବଲିଉଡ୍ ତାରକା ମାନେ କେତେ ଧନୀ। ଗୋଟେ ଗୋଟେ ଫିଲ୍ମରୁ ହିଁ ସେମାନଙ୍କର ସାଧାରଣ ଲୋକଙ୍କ ସାରା ଜୀବନର ରୋଜଗାର ହୋଇଯାଏ। କିନ୍ତୁ ଅନେକ ତାରକା ଅଛନ୍ତି ଯେଉଁମାନ ଫିଲ୍ମ ସହିତ ବ୍ୟବସାୟ ମଧ୍ୟ କରୁଛନ୍ତି ଆଉ ସେପଟେ ବି କୋଟି କୋଟି ରୋଜଗାର କରୁଛନ୍ତି।
ସିଦ୍ଧାନ୍ତ ସେହି କମେଣ୍ଟସ୍ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ଯେଉଁଥିରେ କୁହାଯାଉଥିଲା ଯେ, ଦୀପିକାଙ୍କ ସହ ଅନ୍ତରଙ୍ଗ ମହୂର୍ତ୍ତର ଦୃଶ୍ୟ ସୁଟିଂ କରିବା ପାଇଁ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କଠାରୁ ସିଦ୍ଧାନ୍ତ ଅନୁମତି ମାଗିଥିଲେ ।
ସ୍ୱାମୀର କୌଣସି ରୋଜଗାର ନଥିଲେ ବି ସ୍ତ୍ରୀର ଭରଣ ପୋଷଣ ସହ ତାହାର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ। ପାଖରେ ଟଙ୍କା ନାହିଁ କହି ଦାୟିତ୍ୱ ନେଇପାରିବେ ନାହିଁ ବୋଲି କହିପାରିବେନି ସ୍ୱାମୀ। ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରୀ କୋର୍ଟ।
ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଫିସିଆଲ୍ ୱେବସାଇଟ୍ joinindiancoastguard.cdac.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ସ୍ଥିର କରାଯାଇଛି ।
ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ । PCR କୁ ଅଧ ରାତିରେ କଲା ଫୋନ୍ କହିଲା, ମୁଁ ଚେକ୍ କରୁଥିଲି PCR ଆସୁଛି କି ନାହିଁ॥ ଅଧ ରାତିରେ ୧୧୨ କୁ ଡାଏଲ କରି ପୋଲିସକୁ ଡ୍ୟୁଟିର ପାଠ ପଢାଇଲେ ମଦପ୍ୟ ବ୍ୟକ୍ତି। ପାଖରେ ପୋଲିସ ପହଞ୍ଚିବା ପରେ ମଦ୍ୟପ ବ୍ୟକ୍ତି କହିଲେ, ପୋଲିସ ରାତିରେ ଠିକ୍ ଡ୍ୟୁଟି କରୁଛି କି ନାହିଁ ତାର ପରୀକ୍ଷା କରୁଥିଲି ମୁଁ। ଆଉ ଏବେ ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।